ଆତଙ୍କବାଦୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିଦେବା ଉଚିତ: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ଭୋପାଳ କେନ୍ଦ୍ରୀୟ ଜେଲ୍‌ରୁ ସିମି ଆତଙ୍କବାଦୀ ଫେରାର ହୋଇଯିବା ଓ ସେମାନଙ୍କ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ କରୁଥିବା ଲୋକେ ସନ୍ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ଏହା ସହିତ ଆତଙ୍କବାଦୀମାନଙ୍କୁ ଦେଖିବା ମାତ୍ରେ ଗୁଳି କରି ଉଡ଼ାଇ ଦେବା ଉଚିତ୍ ବୋଲି ସେ କହିଛନ୍ତି। ସାକ୍ଷୀ ମହାରାଜ କହିଛନ୍ତି,“ମୁଁ ମୋଦି ସରକାରଙ୍କୁ ଅନୁରୋଧ କରିବି ଆତଙ୍କୀମାନେ ଯେଉଁଠି ଦେଖାଯିବେ ସେମାନଙ୍କୁ ଗୁଳି କରି ଉଡ଼ାଇ ଦିଅନ୍ତୁ। ସମସ୍ତଙ୍କ ସାମ୍ନାରେ ସେମାନଙ୍କ […]

sakhi

sakhi

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 03:58 PM IST

Sports

Latest News

ନୂଆଦିଲ୍ଲୀ: ଭୋପାଳ କେନ୍ଦ୍ରୀୟ ଜେଲ୍‌ରୁ ସିମି ଆତଙ୍କବାଦୀ ଫେରାର ହୋଇଯିବା ଓ ସେମାନଙ୍କ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ କରୁଥିବା ଲୋକେ ସନ୍ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ଏହା ସହିତ ଆତଙ୍କବାଦୀମାନଙ୍କୁ ଦେଖିବା ମାତ୍ରେ ଗୁଳି କରି ଉଡ଼ାଇ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ସାକ୍ଷୀ ମହାରାଜ କହିଛନ୍ତି,“ମୁଁ ମୋଦି ସରକାରଙ୍କୁ ଅନୁରୋଧ କରିବି ଆତଙ୍କୀମାନେ ଯେଉଁଠି ଦେଖାଯିବେ ସେମାନଙ୍କୁ ଗୁଳି କରି ଉଡ଼ାଇ ଦିଅନ୍ତୁ। ସମସ୍ତଙ୍କ ସାମ୍ନାରେ ସେମାନଙ୍କ ଶରୀରରେ ନିଆଁ ଲଗାଇ ଦିଆଯିବା ଉଚିତ୍। ଆମେ ସେମାନଙ୍କୁ ଜେଲ୍‌ରେ ରଖି ଖାଇବାକୁ ଦେଉଛୁ। ଏମିତି କାହିଁକି କରିବା? ସମୟ ବଦଳି ଗଲାଣି। ଆତଙ୍କବାଦର ଚିକିତ୍ସା ପୋଲିସ୍‌ର ଗୁଳିରେ ହିଁ ହୋଇପାରିବ।”

ସେ ଆହୁରି କହିଛନ୍ତି,“ଆତଙ୍କବାଦର କୌଣସି ଧର୍ମ ନାହିଁ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ କିଛି ଲୋକ ବିଳାପ କରିବା ଆରମ୍ଭ କରି ଦିଅନ୍ତି। ଏମିତି ଲୋକଙ୍କ ମଧ୍ୟରେ ଦିଗବିଜୟ ସିଂହ ଓ ଅରବିନ୍ଦ କେଜ୍ରିୱାଲ ଅଛନ୍ତି। ଲାଗୁଛି ସିମି ଭଳି ସଂଗଠନର ଏମାନେ ହେଉଛନ୍ତି ଜନକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story