ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୋରୀ ଜିଲ୍ଲାର ନୋଶେରାରେ ଥିବା ଏଲଓସି ରାସ୍ତାରେ ୩ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଚେଷ୍ଚା କରୁଥିବାବେଳେ ସେନା ଗୁଳିରେ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେନାର ମୁଖପାତ୍ର କହିଛନ୍ତି, ପାକିସ୍ତାନର ନୋଶେରାର ଏଲଓସି ରାସ୍ତାରେ ଏକ ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସେନା ଜାଣିବାକୁ ପାଇଥିଲା। ଏହାପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେନାର ଆକ୍ରାମତ୍ମକ ଶୈଳୀ ଦେଖି […]

terrorist

terrorist

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 04:16 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୋରୀ ଜିଲ୍ଲାର ନୋଶେରାରେ ଥିବା ଏଲଓସି ରାସ୍ତାରେ ୩ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ଚେଷ୍ଚା କରୁଥିବାବେଳେ ସେନା ଗୁଳିରେ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସେନାର ମୁଖପାତ୍ର କହିଛନ୍ତି, ପାକିସ୍ତାନର ନୋଶେରାର ଏଲଓସି ରାସ୍ତାରେ ଏକ ଆତଙ୍କବାଦୀ ଗୋଷ୍ଠୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସେନା ଜାଣିବାକୁ ପାଇଥିଲା। ଏହାପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେନାର ଆକ୍ରାମତ୍ମକ ଶୈଳୀ ଦେଖି ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲା। ସେନା ମଧ୍ୟ ଆତଙ୍କବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିଥିଲା। ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନୀ ସେନା ବ୍ୟବହୃତ କରୁଥିବା ଗୁଳି, ବନ୍ଧୁକ ଆଦି ଜବତ କରାଯାଇଛି।

ରାଜୋରୀ ଜିଲ୍ଲାରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବାରୁ ଏଲଓସିରେ ହାଇ ଆଲର୍ଟ ଜାରି କରାଯାଇଛି। ଏମିତିକି ଆକାଶ ମାର୍ଗରେ ବାୟୁସେନାର ହେଲିକପ୍ଟର ପଇଁତରା ମାରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story