ରାମ ମନ୍ଦିର ପାଇଁ ଉଦ୍ଧବ ଦେବେ କୋଟିଏ ଟଙ୍କା

ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ହେବ ଭବ୍ୟ ରାମ ମନ୍ଦିର। ଏଥିପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ସରିଛି। ତେବେ ଏହା ପରର ପଦକ୍ଷେପ ସ୍ବରୂପ ବର୍ତ୍ତମାନ ଅର୍ଥର ସୁଅ ମଧ୍ୟ ଛୁଟିବା ଆରମ୍ଭ ହେଲାଣି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବର୍ତ୍ତମାନ ଘୋଷଣା କରିଛନ୍ତି ଏହି ମନ୍ଦିର ପାଇଁ ସେ କୋଟିଏ ଟଙ୍କା ଦେବେ। ଅଯୋଧ୍ୟାରେ ସେ କହିଛନ୍ତି, ଆଜି ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ […]

uddhav-thackeray(1)

uddhav-thackeray(1)

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 04:05 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ହେବ ଭବ୍ୟ ରାମ ମନ୍ଦିର। ଏଥିପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ସରିଛି। ତେବେ ଏହା ପରର ପଦକ୍ଷେପ ସ୍ବରୂପ ବର୍ତ୍ତମାନ ଅର୍ଥର ସୁଅ ମଧ୍ୟ ଛୁଟିବା ଆରମ୍ଭ ହେଲାଣି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବର୍ତ୍ତମାନ ଘୋଷଣା କରିଛନ୍ତି ଏହି ମନ୍ଦିର ପାଇଁ ସେ କୋଟିଏ ଟଙ୍କା ଦେବେ।

ଅଯୋଧ୍ୟାରେ ସେ କହିଛନ୍ତି, ଆଜି ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ନୁହେଁ ବରଂ ମୋ ଟ୍ରଷ୍ଟରୁ କୋଟିଏ ଟଙ୍କା ଦେବି। ଏହା ମୋ ଭାଗରୁ ଏକ ଛୋଟ ଯୋଗଦାନ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନଜନକ କଥା। ମୁଁ ଯେତେବେଳେ ଏଠାକୁ ଆସିଥିଲି ଜଣାନଥିଲା କେବେ ଏବଂ କେମିତି ଏଠାରେ ରାମ ମନ୍ଦିର ହେବ। ମୁଁ ଏଠାକୁ ରାମଲାଲାଙ୍କ ଆଶୀର୍ବାଦ ନେବାକୁ ଆସିଛି। ଗତ ଦେଢ଼ ବର୍ଷରେ ଏଭଳି ମୁଁ ୩ ଥର ଆସିଲିଣି।

ସେ କହିଛନ୍ତି, ମୁଁ ସରଯୂ ନଦୀରେ ବୁଡ଼ ପକାଇବାର ଥିଲା। କିନ୍ତୁ ବର୍ତ୍ତମାନ କରୋନା ଭାଇରସର ଭୟାବହତା ବ୍ୟାପୁଛି। ମୁଁ ମୋ ରାଜ୍ୟର ଲୋକଙ୍କୁ ମଧ୍ୟ ଗହଳିଠାରୁ ଦୂରେଇ ରହିବାକୁ କହିଛି। ତେଣୁ ଆରତୀରେ ଭାଗ ନେଇପାରୁନି। ଖୁବଶୀଘ୍ର ଏଠାକୁ ପୁଣି ଆସିବି। ସେ ଏହି ଅବସରରେ କହିଛନ୍ତି, ସେ ବିଜେପିଠାରୁ ଅଲଗା ହୋଇଥାଇପାରନ୍ତି, ହିନ୍ଦୁତ୍ୱ ଠାରୁ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story