ଚୌକିଦାର ଚୋର ପ୍ରମାଣିତ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଅନେକ ଥର ‘ଚୌକିଦାର ଚୋର ହେ’ ନାରା ଶୁଣିବାକୁ ମିଳିଥିଲା। ଏବେ ଏହି ନାରା ସତ ହୋଇଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା ସୁରକ୍ଷା ଦାୟିତ୍ୱରେ ଥିଲେ ସେହି ଚୌକିଦାର ହିଁ ଏବେ ଟୋଲ ପ୍ଲାଜାରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଦେଖିବାକୁ ମିଳିଛି। ଯାହାର ପ୍ରମାଣ ରେକର୍ଡ ହୋଇଛି ଟୋଲ୍ ପ୍ଲାଜା ଅଫିସରେ ଥିବା […]

toll plaza loot 2

toll plaza loot 2

Subhransu Sekhar
  • Published: Thursday, 10 October 2019
  • Updated: 10 October 2019, 10:53 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଅନେକ ଥର ‘ଚୌକିଦାର ଚୋର ହେ’ ନାରା ଶୁଣିବାକୁ ମିଳିଥିଲା। ଏବେ ଏହି ନାରା ସତ ହୋଇଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା ସୁରକ୍ଷା ଦାୟିତ୍ୱରେ ଥିଲେ ସେହି ଚୌକିଦାର ହିଁ ଏବେ ଟୋଲ ପ୍ଲାଜାରୁ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଦେଖିବାକୁ ମିଳିଛି। ଯାହାର ପ୍ରମାଣ ରେକର୍ଡ ହୋଇଛି ଟୋଲ୍ ପ୍ଲାଜା ଅଫିସରେ ଥିବା ସିସି ଟିଭିରେ।

ଚୌକିଦାର ରବି ଓ ତାର ସହଯୋଗୀ ଅଙ୍କିତ ସିଂହ ଏବଂ ଟୋଲ ପ୍ଲାଜାର ଜଣେ କର୍ମଚାରୀ ଅଫିସରୁ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି କରିଥିବା ପୁଲିସ୍ ଗିରଫ କରିବା ପରେ ଜାଣିବାକୁ ପାଇଛି। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡ ଚୋକିଦାର ଅଙ୍କିତ ସିଂହ ବୋଲି ଜଣାପଡ଼ିଛି। ସୋମବାର ରାତିରେ ଅଙ୍କିତ ଡ୍ୟୁଟି ଉପସ୍ଥାପନା ଖାତାରେ ଦସ୍ତଖତ ନକରି ଅଫିସ ଖୋଲାକରି ପଳାଇଥିଲା। ଏହାପରେ ଟୋଲ ପ୍ଲାଜାର ଅନ୍ୟ ଜଣେ କର୍ମଚାରୀ ଏବଂ ଚୌକିଦାର ରବି ମିଶି ୩ ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ଏବେ ସମସ୍ତ ଟଙ୍କା ଜବତ ହୋଇଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story