ଦିନବେଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ଦୁଇ ହଜାର ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଥିବା ଟୋକଲପଲ୍ଲୀ ଏକ ଗାଁରେ ଅଜବ ଗଜବ ନିୟମ ଲାଗୁ କରାଯାଇଛି। ଏଠାରେ କୌଣସି ମହିଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ୨୦୦୦ ଟଙ୍କା ଜରିମାନା ଦେବେ। ଗାଁର ବୟୋଜେଷ୍ଠମାନେ ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ଜରିମାନା ନୁହେଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। କୌଣସି ମହିଳା ଦିନରେ ନାଇଟ୍‌ ଗାଉନ୍ ପିନ୍ଧିଥିବା ସମ୍ପର୍କରେ ଯିଏ ସୂଚନା ଦେବ ତାକୁ ୧୦୦୦ ଟଙ୍କା ପୁରସ୍କାର ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି। ଏପରି […]

wear_nightie

wear_nightie

Jyoshna Pradhan
  • Published: Monday, 12 November 2018
  • Updated: 12 November 2018, 12:50 PM IST

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଥିବା ଟୋକଲପଲ୍ଲୀ ଏକ ଗାଁରେ ଅଜବ ଗଜବ ନିୟମ ଲାଗୁ କରାଯାଇଛି। ଏଠାରେ କୌଣସି ମହିଳା ନାଇଟ୍‌ ଗାଉନ୍‌ ପିନ୍ଧିଲେ ୨୦୦୦ ଟଙ୍କା ଜରିମାନା ଦେବେ। ଗାଁର ବୟୋଜେଷ୍ଠମାନେ ଏହି ନିଷ୍ପତ୍ତି ନେଇଛନ୍ତି।

କେବଳ ଜରିମାନା ନୁହେଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। କୌଣସି ମହିଳା ଦିନରେ ନାଇଟ୍‌ ଗାଉନ୍ ପିନ୍ଧିଥିବା ସମ୍ପର୍କରେ ଯିଏ ସୂଚନା ଦେବ ତାକୁ ୧୦୦୦ ଟଙ୍କା ପୁରସ୍କାର ଦିଆଯିବାକୁ ମଧ୍ୟ ଘୋଷଣା କରାଯାଇଛି।

ଏପରି ଅଜବ ନିୟମ ପଛରେ କାରଣ କ’ଣ ଥାଇପାରେ ବୋଲି ଭାବୁଥିବେ। ଜରିମାନାରୁ ଅଦାୟ ଅର୍ଥ ଅନ୍ୟ କିଛି ନୁହେଁ ବରଂ ଗାଁର ବିକାଶ କାମରେ ଲାଗିବ।

ସୂଚନାଯୋଗ୍ୟ, ଗାଁରେ ପ୍ରାୟ ୧୧ ହଜାର ପରିବାରରେ ୩୦ ହଜାର ଲୋକ ବସବାସ କରୁଛନ୍ତି। ଗାଁର ସମସ୍ତ ମହିଳାଙ୍କ ସହମତିରେ ଏହି ନିୟମ ଲାଗୁ କରାଯାଇଛି। ନିୟମ ଲାଗୁ ହେବା ପରେ ମହିଳାମାନେ ସତର୍କ ହୋଇଯାଇଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମହିଳା ଜରିମାନା ଦେଇ ନଥିବା ଜଣାପଡ଼ିଛି। ହେଲେ କିଛି କିଛି ଲୋକ ଏପରି କଥା ମିଛ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story