‘ବିରୋଧ କରୁଥିବା ଲୋକ ଖୁବଶୀଘ୍ର ସ୍ୱାଗତ କରିବେ’

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶପଥ ନେବା ବେଳେ ଯେଉଁମାନେ ତାଙ୍କୁ ବିରୋଧ କରିଛନ୍ତି ଖୁବଶୀଘ୍ର ସେମାନେ ତାଙ୍କୁ ସ୍ୱାଗତ କରିବେ ବୋଲି ସାଂସଦ ଗୋଗୋଇ କହିଛନ୍ତି। ୬୫ ବର୍ଷୀୟ ଗୋଗୋଇଙ୍କୁ ରାଷ୍ଟ୍ରପତି ମନୋନୀତ କରିବା ପରେ ବିରୋଧୀ ସମାଲୋଚନା କରିଥିଲେ। ନିକଟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି କରିଥିବାରୁ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ପ୍ରଶ୍ନ […]

gogoi

gogoi

Subhransu Sekhar
  • Published: Thursday, 19 March 2020
  • Updated: 19 March 2020, 03:11 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶପଥ ନେବା ବେଳେ ଯେଉଁମାନେ ତାଙ୍କୁ ବିରୋଧ କରିଛନ୍ତି ଖୁବଶୀଘ୍ର ସେମାନେ ତାଙ୍କୁ ସ୍ୱାଗତ କରିବେ ବୋଲି ସାଂସଦ ଗୋଗୋଇ କହିଛନ୍ତି।

୬୫ ବର୍ଷୀୟ ଗୋଗୋଇଙ୍କୁ ରାଷ୍ଟ୍ରପତି ମନୋନୀତ କରିବା ପରେ ବିରୋଧୀ ସମାଲୋଚନା କରିଥିଲେ। ନିକଟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି କରିଥିବାରୁ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥିଲେ।

ଗୁରୁବାର ଗୋଗୋଇ ଶପଥ ଗ୍ରହଣ କରିବା ବେଳେ କଂଗ୍ରେସ ଏବଂ ବାମପନ୍ଥୀ ସଦସ୍ୟମାନେ ଲଜ୍ଜିତ ତୁମ ପାଇଁଏବଂ ଡିଲ୍ଭଳି ନାରା ଦେଇଥିଲେ। ଏଭଳି ସ୍ଲୋଗାନ ଦେଇ ଗୃହରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ।

ଗୃହରେ ବିରୋଧୀଙ୍କ ଏଭଳି ସ୍ଲୋଗାନକୁ ନାପସନ୍ଦ କରିଥିଲେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ। ଏଭଳି ସ୍ଲୋଗାନ ନିନ୍ଦନୀୟ ଗୃହର ସଦସ୍ୟ ହୋଇ ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ। ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ବିରୋଧୀ ଦଳର ସାଂସଦମାନେ ଏଭଳି କହିବା ଠିକ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story