ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପାଖରୁ ୨ଟି AK 47 ରାଇଫଲ, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ୍ ଓ ୨ଟି ପିସ୍ତଲ ଜବତ କରାଯାଇଛି। ଚାଇଁବସା ଜିଲ୍ଲା ବନ୍ଦଗାଁଓ ଜଙ୍ଗଲରେ ପିଏଲ୍ଏଫ୍ଆଇ ସଂଗଠନର ନକ୍ସଲମାନେ ଗତକାଲି ରାତିରେ ଏକାଠି ହୋଇ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ୍ ଓ ନକ୍ସଲ ଅଭିଯାନରେ ସାମିଲ ଥିବା ଅନ୍ୟ […]

naxal

naxal

Jitendra Garnayak
  • Published: Tuesday, 29 January 2019
  • Updated: 29 January 2019, 12:29 PM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପାଖରୁ ୨ଟି AK 47 ରାଇଫଲ, ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ୍ ଓ ୨ଟି ପିସ୍ତଲ ଜବତ କରାଯାଇଛି।

ଚାଇଁବସା ଜିଲ୍ଲା ବନ୍ଦଗାଁଓ ଜଙ୍ଗଲରେ ପିଏଲ୍ଏଫ୍ଆଇ ସଂଗଠନର ନକ୍ସଲମାନେ ଗତକାଲି ରାତିରେ ଏକାଠି ହୋଇ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ୍ ଓ ନକ୍ସଲ ଅଭିଯାନରେ ସାମିଲ ଥିବା ଅନ୍ୟ ସୁରକ୍ଷା କର୍ମୀମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଚାଇଁବସା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ଏସ୍‌ପି ଚନ୍ଦନ ଝା କହିଛନ୍ତି ଯେ ଏବେ ବି ବନ୍ଦଗାଁଓ ଜଙ୍ଗଲରେ କମ୍ବିଂ ଅପରେସନ୍ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story