ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ମଗାଇଲେ ତିହାର ଜେଲ୍ ଅଧିକାରୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ପାଇବେ ୪ ଦୋଷୀ। ୨୨ ଜାନୁଆରୀ ସକାଳ ୭ରେ ହେବାକୁ ଥିବା ଏହି ଫାଶୀ ପ୍ରକ୍ରିୟା ପାଇଁ ନାହାନ୍ତି ଆବଶ୍ୟକ ଧାତକ। ତେଣୁ ଉତ୍ତର ପ୍ରଦେଶରୁ ୨ ଘାତକ ମଗାଇଛନ୍ତି ତିହାର ଜଲେ ଅଧିକାରୀ। ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଘାତକ ଜରୁରୀକାଳୀନ ଭାବରେ ଆବଶ୍ୟକ ରହିଛି ବୋଲି ଚିଠି ଜରିଆରେ ତିହାର ଜେଲ ଅଧିକାରୀ ଉତ୍ତର ପ୍ରଦେଶର ନିଜ ସମସ୍କନ୍ଧ ଅଫିସରଙ୍କୁ ଚିଠି ଲେଖି ଅନୁରୋଧ […]

nirbaya_victim

nirbaya_victim

Subhransu Sekhar
  • Published: Friday, 10 January 2020
  • Updated: 10 January 2020, 12:10 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଫାଶୀ ପାଇବେ ୪ ଦୋଷୀ। ୨୨ ଜାନୁଆରୀ ସକାଳ ୭ରେ ହେବାକୁ ଥିବା ଏହି ଫାଶୀ ପ୍ରକ୍ରିୟା ପାଇଁ ନାହାନ୍ତି ଆବଶ୍ୟକ ଧାତକ। ତେଣୁ ଉତ୍ତର ପ୍ରଦେଶରୁ ୨ ଘାତକ ମଗାଇଛନ୍ତି ତିହାର ଜଲେ ଅଧିକାରୀ। ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଘାତକ ଜରୁରୀକାଳୀନ ଭାବରେ ଆବଶ୍ୟକ ରହିଛି ବୋଲି ଚିଠି ଜରିଆରେ ତିହାର ଜେଲ ଅଧିକାରୀ ଉତ୍ତର ପ୍ରଦେଶର ନିଜ ସମସ୍କନ୍ଧ ଅଫିସରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଏହି ୨ ଘାତକ ଖୁବଶୀଘ୍ର ଦିଲ୍ଲୀ ପହଞ୍ଚିବେ ବୋଲି ଜଣାପଡ଼ିଛି। ତେବେ ଏହି ୨ ଘାତକ କିଏ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା। ଜଣେ ମରେଠ ଜେଲର ଘାତକ ପବନ ବୋଲି ଆକଳନ କରାଯାଉଥିବା ବେଳେ ଅନ୍ୟ ଜଣେ ଘାତକ ପାଇଁ ଖୋଜା ଚାଲିଛି ବୋଲି ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story