ଡ୍ରାଗନ କବଜାରେ ଭାରତୀୟ ବଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ବର୍ଷ ତଳେ କ୍ଷମତାକୁ ଆସିଥିଲେ। ୨୦୨୪-୨୬ ବେଳକୁ ଦେଶବାସୀ ଦେଶରେ ତିଆରି ହେଉଥିବା ଜିନିଷ ବ୍ୟବହାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ହେଲେ ଏହି ସ୍ୱପ୍ନ ଏବେ ଦୂରରେ। କାରଣ ଦେଶବାସୀଙ୍କୁ ମନୋରଞ୍ଜନ ପ୍ରଦାନ କରୁଥିବା ଟିକଟକ୍ ଆପ୍ସ ପାଖରୁ ଆରମ୍ଭ କରି ବ୍ରେକଫାଷ୍ଟ ପାଇଁ ଡିଜିଟାଲ ମାଧ୍ୟମରେ ପଇସା ଦେବା ପାଇଁ ବ୍ୟବହାର ହେଉଥିବା ପେଟିଏମ୍‌ ଚାଇନାର କମ୍ପାନୀ। ସାରା ବିଶ୍ୱରେ ୭୦୦ ନିୟୁତ ଟିକଟକ ୟୁଜର ରହିଛନ୍ତି। […]

DRAGON COMPANY

DRAGON COMPANY

Subhransu Sekhar
  • Published: Monday, 27 January 2020
  • Updated: 27 January 2020, 05:02 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ବର୍ଷ ତଳେ କ୍ଷମତାକୁ ଆସିଥିଲେ। ୨୦୨୪-୨୬ ବେଳକୁ ଦେଶବାସୀ ଦେଶରେ ତିଆରି ହେଉଥିବା ଜିନିଷ ବ୍ୟବହାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ହେଲେ ଏହି ସ୍ୱପ୍ନ ଏବେ ଦୂରରେ। କାରଣ ଦେଶବାସୀଙ୍କୁ ମନୋରଞ୍ଜନ ପ୍ରଦାନ କରୁଥିବା ଟିକଟକ୍ ଆପ୍ସ ପାଖରୁ ଆରମ୍ଭ କରି ବ୍ରେକଫାଷ୍ଟ ପାଇଁ ଡିଜିଟାଲ ମାଧ୍ୟମରେ ପଇସା ଦେବା ପାଇଁ ବ୍ୟବହାର ହେଉଥିବା ପେଟିଏମ୍‌ ଚାଇନାର କମ୍ପାନୀ।

ସାରା ବିଶ୍ୱରେ ୭୦୦ ନିୟୁତ ଟିକଟକ ୟୁଜର ରହିଛନ୍ତି। ଏଥିମଧ୍ୟରେ ୨୦୦ ନିୟୁତ ଭାରତୀୟ। ଅଳ୍ପ ସମୟରେ ମନୋରଞ୍ଜନ ପ୍ରଦାନ କରୁଥିବା ଏହି ଆପ୍ସ ଏବେ ଆମେରିକାନ କମ୍ପାନୀ ଫେସବୁକ, ହ୍ୱାଟସଆପ୍, ଇନଷ୍ଟାଗ୍ରାମକୁ ମଧ୍ୟ ମାତ୍ ଦେଇଛି।

ଗତବର୍ଷ ଭାରତ, ଅଷ୍ଟ୍ରେଲିଆ, ଚାଇନା, ଜାପାନ ଏବଂ ଦକ୍ଷିଣ କୋରିଆରେ ଟିକଟକ୍ ବିଜ୍ଞାପନ ଜରିଆରେ ୪୭୦ କୋଟି ଡଲାର ରୋଜଗାର କରିଛି ବୋଲି ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଫାର୍ମ କହିଛି।

ଏହାବାଦ ଚାଇନାର ଆଲିବାବାର ପେମେଣ୍ଟ ଗେଟଓ୍ୱେ କମ୍ପାନୀ ପେଟିଏମ୍ ମଧ୍ୟ ଭାରତୀୟ ବଜାରରେ ନିଜର ଆଧିପତ୍ୟ ଜାହିର କରି ସାରିଛି। ଭାରତରେ ଏବେ ୨୦୦ ନିୟୁତ ପେଟିଏମ ଆପ୍ସ ବ୍ୟବହାର କାରୀ ରହିଥିବା ଜଣାପଡ଼ିଛି।

ଚାଇନାର ବିଟୁବି ଇ-କମର୍ସ କମ୍ପାନୀ କ୍ଲବ ଫାକ୍ଟ୍ରି ଭାରତରେ ଗତ ସପ୍ତାହରେ ୧୦୦ ନିୟୁତ ୟୁଜରରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ବିଟୁବି କମ୍ପାନୀ ଉତ୍ତର ପ୍ରଦେଶ, ବିହାର ଏବଂ ତେଲେଙ୍ଗାନାରେ ନିଜର ଆଧିପତ୍ୟ ଜାହିର କରିଛି। ଅଫର ସାଙ୍ଗକୁ ବଜାର ଦରଠୁ କମ୍ ଦାମରେ ଜିନିଷ ବିକ୍ରି କରି ଏହି ଚାଇନା କମ୍ପାନୀ ବ୍ୟବସାୟୀଙ୍କ ଦ୍ୱାରା ଆଦୃତ ହୋଇଥିବା ଜଣାପଡ଼ିଛି। କ୍ଲବ ଫ୍ୟାକ୍ଟ୍ରି ଭଳି ଚାଇନାର ଶେଇନ ଏବଂ ଜୋଲିସି ମଧ୍ୟ ବଜାରରେ ନିଜର ଆଧିପତ୍ୟ ଜାହିର କରିଥିବା ଦେଖିବାକୁ ମିଳିଛି।

ସେହିପରି ଭାରତ ଏବେ ଡିଜିଟାଲ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ମଧ୍ୟ ଆଗକୁ ବଢ଼ୁଛି। ସାରା ଦେଶରେ ଚାଇନା ଦ୍ୱାରା ପ୍ରସ୍ତୁତ ମୋବାଇଲ କମ୍ପାନୀ ଶାଓମି, ଓପୋ ଆଦି ମୋବାଇଲ କମ୍ପାନୀ ଦେଶରେ ଅନ୍ୟ ଅଗ୍ରଣୀ କମ୍ପାନୀ ନୋକିଆ, ସାମସଙ୍ଗ, ଆପୁଲ ତୁଳନାରେ ନିଜର ଆଧିପତ୍ୟ ଜାହିର କରିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story