ତିନି ବର୍ଷରେ ସଶକ୍ତ ହେବେ ୫ ଲକ୍ଷ ଭିନ୍ନକ୍ଷମ

ନୂଅଦିଲ୍ଲୀ:ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବାଙ୍ଗାଲୋରର ଦକ୍ଷତା ବିକାଶ ନେଟୱାର୍କ ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ସର୍ତ୍ତବଳୀ ଅନୁସାରେ ଦେଶର ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଉପଯୁକ୍ତ ତାଲିମ ଓ ସହଯୋଗ ପ୍ରଦାନ କରାଯିବ। ଏହିପାଇଁ ଉଭୟ ସଂସ୍ଥା ମିଳିତଭାବେ କାର୍ଯ୍ୟ କରିବେ। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିକଟରେ ଭିନ୍ନକ୍ଷମଙ୍କ ପାଇଁ ଏକ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏହି ଯୋଜନାର ଲକ୍ଷ୍ୟ ହେଲା ଆଗାମୀ […]

bda

bda

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 01:36 PM IST

Sports

Latest News

ନୂଅଦିଲ୍ଲୀ:ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବାଙ୍ଗାଲୋରର ଦକ୍ଷତା ବିକାଶ ନେଟୱାର୍କ ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ସର୍ତ୍ତବଳୀ ଅନୁସାରେ ଦେଶର ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଉପଯୁକ୍ତ ତାଲିମ ଓ ସହଯୋଗ ପ୍ରଦାନ କରାଯିବ। ଏହିପାଇଁ ଉଭୟ ସଂସ୍ଥା ମିଳିତଭାବେ କାର୍ଯ୍ୟ କରିବେ।

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିକଟରେ ଭିନ୍ନକ୍ଷମଙ୍କ ପାଇଁ ଏକ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏହି ଯୋଜନାର ଲକ୍ଷ୍ୟ ହେଲା ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ୫ ଲକ୍ଷ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସଶକ୍ତ କରାଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା। ଆସନ୍ତା ୨୦୨୨ ମସିହା ସୁଦ୍ଧା ଦେଶର ମୋଟ ୨୫ ଲକ୍ଷ ଭିନ୍ନକ୍ଷମଙ୍କୁ ସଶକ୍ତ କରାଯିବ। ବାଙ୍ଗାଲୋରର ଦକ୍ଷତା ବୃଦ୍ଧି ନେଟୱାର୍କ ଟ୍ରଷ୍ଟ - ୱାଧୱାନୀ ଅପରେଟିଂ ଫାଉଣ୍ଡେସନର ଅଭିନବ ଉଦ୍ୟମ ଏବଂ ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଏହି ସଂସ୍ଥା ତାର ସହଯୋଗର ହାତ ସଂପ୍ରସାରଣ କରିଛି। ଚୁକ୍ତିନାମାର ସର୍ତାବଳୀ ଅନୁଯାୟୀ ଟ୍ରଷ୍ଟ ଏକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ ପ୍ରତିଷ୍ଠାକରିବ। ଏହି କାର୍ଯ୍ୟଯୋଜନା ମାଧ୍ୟମରେ ଟ୍ରଷ୍ଟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ଘଟାଇବ ଓ ଉପାର୍ଜନକ୍ଷମ କରିବ। ଏହା ଛଡ଼ା ଟ୍ରଷ୍ଟ ଏକ ଆଇଟିସି ଭିତିକ ପାଠ୍ୟକ୍ରମ ବି ପ୍ରସ୍ତୁତ କରିବ। ଏକ ଜାତୀୟସ୍ତରର ପ୍ରତିଷ୍ଠାନରେ ୱାଧୱାନୀ ଚେୟାର ପ୍ରତିଷ୍ଠା କରିବ। ଭିନ୍ନକ୍ଷମ ବିଭାଗ ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକରି ୫୦,୦୦୦ ଭିନ୍ନକ୍ଷମଙ୍କୁ ତାଲିମ ପ୍ରଦାନ, ଅନ୍ୟତ୍ର ପ୍ରେରଣ ଓ ଅନ୍ୟ ସବୁପ୍ରକାର ସହଯୋଗ ଯୋଗାଇଦେବ। ସର୍ବୋପରି ଏସଡ଼ିଏନ ଟ୍ରଷ୍ଟ ଆଗାମୀ ଚାରି ବର୍ଷ ମଧ୍ୟରେ ସରକାରଙ୍କ ସହ ମିଶି ଆନୁପାତିକ ଭିତିରେ ୧୨ରୁ ୬୦ କୋଟି ପର୍ଯ୍ୟନ୍ତ ଅର୍ଥ ବିନିଯୋଗ କରିବ। ଏହି ଉଦ୍ୟମ ଦ୍ୱାରା ଦେଶର ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ କର୍ମନିଯୁକ୍ତି ଓ ରୋଜଗାରକ୍ଷମ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story