ବିଜେପି-ଟିଏମସି ମଧ୍ୟରେ ହାତାହାତି, ଛଅ ପୁଲିସ କର୍ମୀ ଆହତ

କୋଲକାତା:  ଆସନ୍ତା ଏପ୍ରିଲ କିମ୍ୱା ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଶାସକ ଦଳ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ରବିବାର ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗାନାର ଜିଲ୍ଲାରେ ଟିଏମସି ଏବଂ ବିଜେପି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ ଛଅ ପୁଲିସ କର୍ମୀ ଆହତ ହୋଇଛନ୍ତି। ସୁନ୍ଦରବନ ଉପକୂଳ ଥାନା ନିକଟରେ ଥିବା ରାଧାନଗର ବଜାରରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ଦଳୀୟ କର୍ମୀ ମଧ୍ୟରେ […]

tmc bjp class

tmc bjp class

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 10:46 PM IST

Sports

Latest News

କୋଲକାତା:  ଆସନ୍ତା ଏପ୍ରିଲ କିମ୍ୱା ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଶାସକ ଦଳ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ରବିବାର ପଶ୍ଚିମବଙ୍ଗର ଦକ୍ଷିଣ 24 ପରଗାନାର ଜିଲ୍ଲାରେ ଟିଏମସି ଏବଂ ବିଜେପି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ ଛଅ ପୁଲିସ କର୍ମୀ ଆହତ ହୋଇଛନ୍ତି। ସୁନ୍ଦରବନ ଉପକୂଳ ଥାନା ନିକଟରେ ଥିବା ରାଧାନଗର ବଜାରରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ଦଳୀୟ କର୍ମୀ ମଧ୍ୟରେ ସଂଘର୍ଷ ବେଳେ ସୁନ୍ଦରବନ ଥାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ସାରା ଦେଶରେ କରୋନା ମହାମାରୀ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏଠାରେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିିଳିଛି।

ଚଳି୍ତ ମାସ ଆରମ୍ଭରେ ବିଜେପି  “ରାଜନୀତିକ ହିଂସା ଏବଂ ଗଣତନ୍ତ୍ରର ହତ୍ୟା” ବିରୋଧରେ ପ୍ରତିବାଦ ରାଲି ଆରମ୍ଭ କରିଛି। ଏଥିସହ ରାଲି ଜରିଆରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନରେ ଶାସକ ଟିଏମସିକୁ ହରାଇବା ପାଇଁ ବିଜେପି ଆହ୍ୱାନ କରିଛି।

ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ସାଂସଦ ଦିଲୀପ ଘୋଷ, ଜାତୀୟ ସାଧାରଣ ସମ୍ପାଦକ କୌଳାଶ ବିଜୟଭର୍ଗିଆ ଏବଂ ମୁକୁଲ ରୟଙ୍କ ପରି ବରିଷ୍ଠ ବିଜେପି ନେତାମାନେ ବିଜେପିର 'ଗଣତାନ୍ତ୍ରିକ ବଂଚାଓ, ବଙ୍ଗଳା ବଂଚାଓ'ର ରାଲିରେ ଯୋଗ ଦେଇଥିଲେ।

“ବିରୋଧୀ ଦଳର କର୍ମୀ ହୁ୍ଅନ୍ତୁ  କିମ୍ବା ସାଧାରଣ ଲୋକ ବେଙ୍ଗଲରେ କେହି ସୁରକ୍ଷିତ ନୁହଁନ୍ତି। ଟିଏମସିର ଅତ୍ୟାଚାର ଏବଂ ଦୁର୍ନୀତିରେ ରାଜ୍ୟବାସୀ ଅସନ୍ତୁଷ୍ଟ ହୋଇ ଏକ ପରିବର୍ତ୍ତନ ପାଇଁ ଇଚ୍ଛା କରୁଛନ୍ତି। ଆସନ୍ତା ନିର୍ବାଚନରେ ​​ଦୁର୍ନୀତିଗ୍ରସ୍ତ ତଥା ଅଗଣତାନ୍ତ୍ରିକ ଟିଏମସି ସରକାର କ୍ଷମତାରୁ ବହିଷ୍କୃତ ହେବ ବୋଲି ରାଜ୍ୟ ବିଜେପି ସଭାପତି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story