ପାମୋଲିନ୍ ‘କ୍ଷତି’ ପରେ ଚେତିଲା ମ୍ୟାଲେସିୟା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ପାକିସ୍ତାନକୁ ସମର୍ଥନ କରିଥିଲା ମ୍ୟାଲେସିୟା। ଏହାପରେ ଭାରତ ମ୍ୟାଲେସିୟାରୁ ପାମୋଲିନ ତେଲ ଆମଦାନୀ କମାଇ ଦେଇଛି। ଏହାର ପ୍ରଭାବରେ ୧୧ ବର୍ଷ ତଳେ ଥିବା ପାମୋଲିନ ତେଲର ଦାମ କମିଯାଇଛି। ପାମୋଲିନ ତେଲ ଉତ୍ପାଦନ କରିବାରେ ମ୍ୟାଲେସିୟା ଦ୍ୱିତୀୟ ବୃହତ ଦେଶ। ଏବେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ମ୍ୟାଲେସିୟା ଭାରତ ସହ କୂଟନୀତିକ ସ୍ତରରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛି। ଖବର ସରବରାହ ସଂସ୍ଥା […]

MALESIA PM

MALESIA PM

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 04:41 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ପାକିସ୍ତାନକୁ ସମର୍ଥନ କରିଥିଲା ମ୍ୟାଲେସିୟା। ଏହାପରେ ଭାରତ ମ୍ୟାଲେସିୟାରୁ ପାମୋଲିନ ତେଲ ଆମଦାନୀ କମାଇ ଦେଇଛି। ଏହାର ପ୍ରଭାବରେ ୧୧ ବର୍ଷ ତଳେ ଥିବା ପାମୋଲିନ ତେଲର ଦାମ କମିଯାଇଛି। ପାମୋଲିନ ତେଲ ଉତ୍ପାଦନ କରିବାରେ ମ୍ୟାଲେସିୟା ଦ୍ୱିତୀୟ ବୃହତ ଦେଶ। ଏବେ ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ମ୍ୟାଲେସିୟା ଭାରତ ସହ କୂଟନୀତିକ ସ୍ତରରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛି।

ଖବର ସରବରାହ ସଂସ୍ଥା ରଏଟର୍ସ ମୁତାବିକ୍ ଆସନ୍ତା ସପ୍ତାହରେ ଦାବୋସରେ ଓ୍ୱାର୍ଲଡ ଇକୋନମିକ ଫୋରମର ବୈଠକ ହେବ। ଏହି ବୈଠକରେ ମ୍ୟାଲେସିୟାର ବାଣିଜ୍ୟ ମନ୍ତ୍ରୀ ଡାରେଲ ଲେଇକିଙ୍ଗ ଭାରତରେ ତାଙ୍କର ପ୍ରତିପକ୍ଷ ପୀୟୂଷ ଗୋଏଲଙ୍କ ସହ ଏହି ବୈଠକରେ ଆଲୋଚନା କରିବେ। ଏହାରି ଭିତରେ ଗୋଏଲ କହିଛନ୍ତି, ମ୍ୟାଲେସିୟା ବିରୋଧରେ ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହ କରିନି। କୁହାଯାଉଛି ଭାରତ ମ୍ୟାଲେସିୟା ସହ କୌଣସି ପ୍ରକାର ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ। ଏହାର କାରଣ ମ୍ୟାଲେସିୟାରେ ଏବେ ୧୦ ଲକ୍ଷରୁ ଅଧିକ ଭାରତୀୟ କାମ କରୁଛନ୍ତି।

ଏଥିସହ ପଳାତକ ଜାକିର ନାଇକ ମ୍ୟାଲେସିୟାରେ ରହିଛି। ଜାକିରକୁ ଭାରତ ଆଣିବା ପାଇଁ ମ୍ୟାଲେସିୟା ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ତେଣୁ ଭାରତ ମ୍ୟାଲେସିୟାସହିତ ସମ୍ପର୍କ ଖରାପ କରିବାକୁ ଚାହୁଁନଥିବା ଜଣାପଡ଼ିଛି।

ଭାରତ ପାମୋଲିନ ତେଲ ପାଇଁ ମ୍ୟାଲେସିୟା ଉପରେ ନିର୍ଭର କରୁଥିଲା। ହେଲେ ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ମ୍ୟାଲେସିୟା ପାଖରୁ ପାମୋଲିନ ତେଲ ଆମଦାନୀ କରିବା କମ୍ କରି ଦେଇଥିଲା। ଏହାପରେ ଭାରତ ଇଣ୍ଡୋନେସିଆରୁ ପାମୋଲିନ ତେଲ ଆମଦାନୀ କରୁଛି।

ସୂଚନାଯୋଗ୍ୟ, ମ୍ୟାଲେସିୟା ମୋଦି ସରକାରର ସିଏଏ, ଏନଆରସିକୁ ମଧ୍ୟ ବିରୋଧ କରୁଛି। ଅନ୍ତର୍ଜାତୀୟ ମଞ୍ଚରେ ସରକାରଙ୍କ ଏହି ଆଇନକୁ ପାକିସ୍ତାନ ସହ ମିଶି ମ୍ୟାଲେସିୟା ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story