ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଲଦାଖ: ଭାରତ ବିରୋଧରେ ଚୀନ ଏବେ ସୀମାରେ ଏବଂ ସମୁଦ୍ର ସୀମାରେ ନୂଆ ନୂଆ ରଣନୀତି ଆପଣାଉଛି। ଆଉ ଭାରତର ନଜର ଯେମିତି ଏହା ଉପରେ ନପଡିବ ସେ ଦିଗରେ ଚୀନ୍ ହାତେ ମାପି ଚାଖଣ୍ଡେ ଚାଲ ନୀତିରେ ଚାଲିବା ଆରମ୍ଭ କରିଛି। ଏହାରି ଭିତରେ ଚତୁର ଚୀନ୍ ନିଜର ପାଞ୍ଚଟି ସାମରିକ ବାହିନୀରୁ ଚାରିଟିକୁ ପୂର୍ବ ଚୀନ୍ ସାଗର ଏବଂ ହଳଦିଆ ସାଗରରୁ ଦକ୍ଷିଣ ଚୀନ୍ ସାଗର ମଧ୍ୟରେ ଏକାଠି କରିଛି। ଏଭଳି କରି ଭାରତ ସୀମାରେ […]

china mock dril

china mock dril

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 07:58 PM IST

Sports

Latest News

ଲଦାଖ: ଭାରତ ବିରୋଧରେ ଚୀନ ଏବେ ସୀମାରେ ଏବଂ ସମୁଦ୍ର ସୀମାରେ ନୂଆ ନୂଆ ରଣନୀତି ଆପଣାଉଛି। ଆଉ ଭାରତର ନଜର ଯେମିତି ଏହା ଉପରେ ନପଡିବ ସେ ଦିଗରେ ଚୀନ୍ ହାତେ ମାପି ଚାଖଣ୍ଡେ ଚାଲ ନୀତିରେ ଚାଲିବା ଆରମ୍ଭ କରିଛି। ଏହାରି ଭିତରେ ଚତୁର ଚୀନ୍ ନିଜର ପାଞ୍ଚଟି ସାମରିକ ବାହିନୀରୁ ଚାରିଟିକୁ ପୂର୍ବ ଚୀନ୍ ସାଗର ଏବଂ ହଳଦିଆ ସାଗରରୁ ଦକ୍ଷିଣ ଚୀନ୍ ସାଗର ମଧ୍ୟରେ ଏକାଠି କରିଛି। ଏଭଳି କରି ଭାରତ ସୀମାରେ ଅସ୍ଥିରତା ଏବଂ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଏହା ଉପରେ ଯେମିତି ଭାରତୀୟ ସେନାଙ୍କ ନଜର ନପଡିବ ସେଥିପାଇଁ ସୀମାରେ ଗୁଳି ଚଳାଉଥିବା ଆକଳନ କରାଯାଉଛି। ଯାହାକି ୪୫ ବର୍ଷରେ ପ୍ରଥମ ଥର ଦେଖିବାକୁ ମିଳିଛି।

ନିକ୍କେଇ ଏସିଆନ୍ ରିଭ୍ୟୁ ରିପୋର୍ଟ ଅନୁଯାୟୀ, ପିଏଲଏ ଥିଏଟର କମାଣ୍ଡ ମାନଙ୍କୁ ଏକାଠି କରି ଭାରତ, ଜାପାନ, ତାଇଓ୍ୱାନ ଆଦି ଉପରେ ନଜର ରଖିବାକୁ କହିଛି। ଏଭଳି ନୀତି ଚୀନ୍ ୧୯୫୦ରେ କୋରିଆ ଯୁଦ୍ଧ ବେଳେ ଆପଣାଇଥିଲା ବୋଲି କୁହାଯାଇଛି। ୧୯୫୦ରେ ଚୀନ୍ ତିବ୍ଦତ ଦଖଲ କରିବା ପାଇଁ କୋରିଆର ସହଯୋଗ ନେଇଥିଲା। ସେହିପରି ବର୍ତ୍ତମାନ ପିଏଲଏ ହିମାଳୟ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବାକୁ ବିିଭିନ୍ନ ସ୍ଥାନରେ ସକ୍ରିୟତା ଦେଖାଉଛି ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୧୯୫୦ ଦଶକରେ କୋରିଆ ଯୁଦ୍ଧ ଜବାହରଲାଲ ନେହେରୁ ସରକାର ଏବଂ ଭାରତୀୟ କୂଟନୀତି ପାଇଁ କଷ୍ଟସାଧ୍ୟ ହୋଇଥିଲା। କାରଣ ସେମାନେ ୧୯୬୨ ମସିହାରେ ପଶ୍ଚିମ ଏବଂ ପୂର୍ବ ଅଞ୍ଚଳକୁ ଖୋଲା ଛାଡ଼ିଦେଇଥିଲେ। ଏହି ସମୟରେ ନେହରୁ ସରକାର ଉତ୍ତର କୋରିଆ ପ୍ରସଙ୍ଗରେ ମାତିଥିଲେ। ଯେତେବେଳେ ସାରା ବିଶ୍ୱର ନଜର କ୍ୟୁବା ମିସାଇଲ ସଙ୍କଟ ଉପରେ ପଡ଼ିଥିଲା ସେହି ସମୟରେ ୧୯୬୨ରେ ଚୀନ୍ ଭାରତ ଉପରେ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story