ସୁରଟ: ପ୍ରବୀଣ ତୋଗଡ଼ିଆଙ୍କ ସଂପର୍କୀୟ ଭାଇଙ୍କୁ ଛୁରୀ ଭୁସି ହତ୍ୟା

ସୁରଟ: ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଦାଦା ପୁଅ ଭରତ ତୋଗଡ଼ିଆଙ୍କୁ ଗତକାଲି ଗୁଜରାଟର ସୁରଟରେ କିଛି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ସହିତ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ୍ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମେହୁଲ ଭରବାଡ଼, ଲାଲୁ ଭରବାଡ଼ ଓ ଇମରାନ୍। ସୁରଟ ନଗର ଡିଏସ୍‌ପି ଜଗଦୀଶ ପଟେଲ୍ କହିଛନ୍ତି,“କିଛି ଅଜଣା […]

praveentogadia

praveentogadia

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 10:33 AM IST

Sports

Latest News

ସୁରଟ: ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆଙ୍କ ଦାଦା ପୁଅ ଭରତ ତୋଗଡ଼ିଆଙ୍କୁ ଗତକାଲି ଗୁଜରାଟର ସୁରଟରେ କିଛି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ସହିତ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ୍ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମେହୁଲ ଭରବାଡ଼, ଲାଲୁ ଭରବାଡ଼ ଓ ଇମରାନ୍।

ସୁରଟ ନଗର ଡିଏସ୍‌ପି ଜଗଦୀଶ ପଟେଲ୍ କହିଛନ୍ତି,“କିଛି ଅଜଣା ବ୍ୟକ୍ତି ସହରର ଅଶ୍ୱିନୀ କୁମାର ରୋଡ୍ ଅଞ୍ଚଳରେ ତିନି ଜଣ ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁରଟ ନଗର ନିଗମର ବିପକ୍ଷ ଦଳର ନେତା ପ୍ରଫୁଲ ତୋଗଡ଼ିଆଙ୍କ ଭାଇ ଭରତ ତୋଗଡ଼ିଆ। ଅନ୍ୟ ମୃତକ ଦ୍ୱୟ ହେଲେ ବାଲୁ ହିରାନୀ ଓ ଅଶୋକ ପଟେଲ। ଏହି ଆକ୍ରମଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story