ବିନା ପିଆଜରେ ତିଆରି ଖାଦ୍ୟ ଖାଉଛନ୍ତି ବାଂଲା ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ପିଆଜ ଦରଦାମ ବୃଦ୍ଧି ଖାଲି ଯେ ଭାରତୀୟଙ୍କୁ କନ୍ଦାଇଛି ତାହା ନୁହେଁ ବାଂଲାଦେଶବାସୀ ମଧ୍ୟ ପିଆଜ ଦରଦାମ ବୃଦ୍ଧିର ଶିକାର ହୋଇଛନ୍ତି। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ିଛି। ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏହାର ପ୍ରଭାବ ପଡ଼ିଛି ବାଂଲାଦେଶ ବଜାର ଉପରେ। ରାଜଧାନୀ ଢ଼ାକାରେ ପିଆଜ ଦର କିଲୋପିଛା ୧୦୦ ଟଙ୍କା ହୋଇଥିଲା ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ […]

bangladesh pm

bangladesh pm

Subhransu Sekhar
  • Published: Friday, 04 October 2019
  • Updated: 04 October 2019, 04:22 PM IST

Sports

Latest News

ନୂଆଦିଲ୍ଲୀ: ପିଆଜ ଦରଦାମ ବୃଦ୍ଧି ଖାଲି ଯେ ଭାରତୀୟଙ୍କୁ କନ୍ଦାଇଛି ତାହା ନୁହେଁ ବାଂଲାଦେଶବାସୀ ମଧ୍ୟ ପିଆଜ ଦରଦାମ ବୃଦ୍ଧିର ଶିକାର ହୋଇଛନ୍ତି। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ିଛି। ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏହାର ପ୍ରଭାବ ପଡ଼ିଛି ବାଂଲାଦେଶ ବଜାର ଉପରେ। ରାଜଧାନୀ ଢ଼ାକାରେ ପିଆଜ ଦର କିଲୋପିଛା ୧୦୦ ଟଙ୍କା ହୋଇଥିଲା ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଦିଲ୍ଲୀରେ ଓ୍ୱାର୍ଲଡ ଇକୋନମିକ ଫୋରମ୍ ଅବସରରେ ଯୋଗ ଦେଇ କହିଛନ୍ତି।

ବାଂଲାଦେଶରେ ପିଆଜ ଦର ଶତକ ମାରିବା ପରେ ହାସିନା ଏହାକୁ ବ୍ୟଙ୍ଗ କରି ଉଦବୋଧନ ଦେବା ବେଳେ କହିଥିଲେ “ଭାରତରୁ ପିଆଜ ରପ୍ତାନୀ ବନ୍ଦ ହେବା ପରେ ଆମ ପାଇଁ ଅନେକ ସମସ୍ୟା ଦେଖାଦେଇଛି। କଣ ପାଇଁ ବ୍ୟାନ ହୋଇଛି ମୁଁ ଜାଣେନି। ମୁଁ ମୋ ରୋଷେୟାଙ୍କୁ କିନ୍ତୁ କହିଛି ବିନା ପିଆଜରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ”। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଉପସ୍ଥିତ ବ୍ୟକ୍ତି ମଧ୍ୟ ହସି ଦେଇଥିଲେ।

ପିଆଜ ରପ୍ତାନୀ ଉପରେ ଆଗୁଆ ସୂଚନା ନଦେଇ ଭାରତ ପ୍ରତିବନ୍ଧକ ଲଗାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବାଂଲାଦେଶର ଅଭିବୃଦ୍ଧି ହାର ଏବେ ଦୃତଗତିରେ ବଢ଼ି ଚାଲିଛି। ବ୍ୟବସାୟ କରିବା ପାଇଁ ବାଂଲାଦେଶ ପ୍ରମୁଖ ସ୍ଥାନ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପିଆଜ ଦର ବଢ଼ୁଥିବା ଦେଖି ସେପ୍ଚେମ୍ୱର ୨୯ରେ କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦୀର୍ଘ ୬ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ପିଆଜ ଦର ୭୦ ପାର୍ ହୋଇଥିଲା। ବର୍ଷା କାରଣରୁ ନୂଆ ପିଆଜ ବଜାରରେ ପ୍ରବେଶ କରିପାରିନଥିଲା। ଅନେକ ସ୍ଥାନରେ ପିଆଜ ନଷ୍ଟ ହୋଇଯାଇଥିଲା ବର୍ଷା କାରଣରୁ। ଏମିତିକି ପିଆଜ ମଣ୍ଡିରେ ମଧ୍ୟ ବେଆଇନ ଭାବରେ ବ୍ୟବସାୟୀ ଅଧିକ ପିଆଜ ମହଜୁତ ରଖୁଥିବା ଦେଖିବାକୁ ମିଳିଥିଲା। ତେଣୁ ଦର ଦାମ ନିୟନ୍ତ୍ରଣ କରିବାକୁ ଯାଇ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଥିଲା କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story