ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୂଆଦିଲ୍ଲୀ: ପ୍ରାଥମିକ ଭାବେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକମାନେ ହିଁ ଦାୟୀ। ଭାରତରେ କରୋନା ସଂକ୍ରମଣ ବୃଦ୍ଧିରେ ସର୍ବାଧିକ ଯୋଗଦାନ ଏହି ଦେଶରୁ ଆସିଥିବା ଲୋକଙ୍କର ରହିଛି। ମଣ୍ଡି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି(ଆଇଆଇଟି) ଗବଷେଣା କରି ଏଭଳି ରିପୋର୍ଟ ପ୍ରକାଶ କରିଛି। ଗବେଷଣାରେ ଆହୁରି କୁହାଯାଇଛି ଯେ ଅନ୍ତର୍ଜାତୀୟ ଯାତାୟାତ ପାଇଁ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ତାମିଲନାଡୁ, […]

uk

uk

Hemant Lenka
  • Published: Sunday, 27 September 2020
  • Updated: 27 September 2020, 05:23 PM IST

ନୂଆଦିଲ୍ଲୀ: ପ୍ରାଥମିକ ଭାବେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକମାନେ ହିଁ ଦାୟୀ। ଭାରତରେ କରୋନା ସଂକ୍ରମଣ ବୃଦ୍ଧିରେ ସର୍ବାଧିକ ଯୋଗଦାନ ଏହି ଦେଶରୁ ଆସିଥିବା ଲୋକଙ୍କର ରହିଛି। ମଣ୍ଡି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି(ଆଇଆଇଟି) ଗବଷେଣା କରି ଏଭଳି ରିପୋର୍ଟ ପ୍ରକାଶ କରିଛି।

ଗବେଷଣାରେ ଆହୁରି କୁହାଯାଇଛି ଯେ ଅନ୍ତର୍ଜାତୀୟ ଯାତାୟାତ ପାଇଁ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ସେମାନଙ୍କ କମ୍ୟୁନିଟି ବାହାରେ କରୋନା ସଂକ୍ରମଣ କରିବାରେ ବହୁତ କମ ଭୂମିକାର ଗ୍ରହଣ କରିଥିଲେ। ସ୍ଥାନୀୟ ସଂକ୍ରମଣ ଓ ଅନ୍ତଃରାଜ୍ୟ ସଂକ୍ରମଣ କରିବା ଦିଗରେ ଗୁଜରାଟ,ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ଜମ୍ମୁ-କଶ୍ମୀର ଓ କର୍ଣ୍ଣାଟକାରେ ଦେଖାଯାଇଥିବା କରୋନା ଷ୍ଟ୍ରେନ୍‌ ହିଁ ଦାୟୀ।

ଗବେଷକମାନେ ଜାନୁଆରୀରୁ ଏପ୍ରିଲ ମାସରେ କରୋନା ସଂକ୍ରମିତଙ୍କ ଗମନାଗମନ ସ୍ଥିତିକୁ ଯାଞ୍ଚ କରି ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି। ଗବେଷଣା ବେଳେ ଦୁବାଇରୁ ଆସିଥିବା ୧୪୪ ଜଣ ଓ ବ୍ରିଟେନରୁ ଆସିଥିବା ୬୪ ଜଣ ହିଁ ପ୍ରାଥମିକ ଭାବେ ଭାରତରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହି ଦୁଇ ଦେଶରୁ ଲୋକମାନେ ଆସିବା ପରେ ଭାରତରେ କରୋନା ସଂକ୍ରମଣ ବ୍ୟାପକ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story