ସିସିଟିଭିରେ କଏଦ ହେଲା ଟିଏମସି ନେତାଙ୍କୁ ହତ୍ୟା ବେଳର ଦୃଶ୍ୟ

କୋଲକାତା: ନିର୍ବାଚନ ସରିଥିଲେ ହେଁ ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ଥମିବାର ନାଁ ଧରୁନାହିଁ। ଉତ୍ତର କୋଲକାତାର ନିମତା ନିକଟରେ ଟିଏମସି ନେତା ନିର୍ମଳା କୁଣ୍ଡୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଗତକାଲି ସନ୍ଧ୍ୟା ୭ଟା ୩୦ରେ ଏଠାରେ ଥିବା ଏକ ଚା’ ଦୋକାନ ନିକଟରେ ଶ୍ରୀ କୁଣ୍ଡୁ ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେଠାରେ […]

was

was

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 04:07 PM IST

କୋଲକାତା: ନିର୍ବାଚନ ସରିଥିଲେ ହେଁ ପଶ୍ଚିମବଙ୍ଗରେ ରାଜନୀତିକ ହିଂସା ଥମିବାର ନାଁ ଧରୁନାହିଁ। ଉତ୍ତର କୋଲକାତାର ନିମତା ନିକଟରେ ଟିଏମସି ନେତା ନିର୍ମଳା କୁଣ୍ଡୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଗତକାଲି ସନ୍ଧ୍ୟା ୭ଟା ୩୦ରେ ଏଠାରେ ଥିବା ଏକ ଚା’ ଦୋକାନ ନିକଟରେ ଶ୍ରୀ କୁଣ୍ଡୁ ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ବାଇକ୍‌ର ପଛ ସିଟ୍‌ରେ ବସିଥିବା ବ୍ୟକ୍ତି ଜଣଙ୍କ କୁଣ୍ଡୁଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣା ପରେ କୁଣ୍ଡୁ ତଳେ ପଡ଼ି ଯାଇଥିଲେ। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକମାନେ କୁଣ୍ଡୁଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟିଏମସି ପକ୍ଷରୁ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story