ଟ୍ରିପଲ ତଲାକ ଅସାମ୍ବିଧାନିକ: ଆହ୍ଲାବାଦ୍‌ ହାଇକୋର୍ଟ

ଆହ୍ଲାବାଦ୍‌: ଟ୍ରିପଲ ତଲାକ୍‌ ଅସାମ୍ବିଧାନିକ ବୋଲି କହିଛନ୍ତି ଆହ୍ଲାବାଦ୍‌ ହାଇକୋର୍ଟ। ଏହା ମହିଳାମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି। ପର୍ସନାଲ ଲ ବୋର୍ଡ ସମ୍ବିଧାନ ଉପରେ ନୁହେଁ। ସମ୍ବିଧାନ ବ୍ୟକ୍ତିକୁ ଦେଇଥିବା ଅଧିକାର ଉପରେ ପର୍ସନାଲ ଲ ବୋର୍ଡ କର୍ତ୍ତୃତ୍ୱ ଜାହିର କରିପାରିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୋର୍ଟ ଅଧିକ କିଛି କହିବା ପାଇଁ ମନା କରିଛନ୍ତି। ତିନିଥର ତଲାକ କହିବା […]

dc-cover-tetahl

dc-cover-tetahl

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 03:41 PM IST

Sports

Latest News

ଆହ୍ଲାବାଦ୍‌: ଟ୍ରିପଲ ତଲାକ୍‌ ଅସାମ୍ବିଧାନିକ ବୋଲି କହିଛନ୍ତି ଆହ୍ଲାବାଦ୍‌ ହାଇକୋର୍ଟ। ଏହା ମହିଳାମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି। ପର୍ସନାଲ ଲ ବୋର୍ଡ ସମ୍ବିଧାନ ଉପରେ ନୁହେଁ। ସମ୍ବିଧାନ ବ୍ୟକ୍ତିକୁ ଦେଇଥିବା ଅଧିକାର ଉପରେ ପର୍ସନାଲ ଲ ବୋର୍ଡ କର୍ତ୍ତୃତ୍ୱ ଜାହିର କରିପାରିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ତେବେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୋର୍ଟ ଅଧିକ କିଛି କହିବା ପାଇଁ ମନା କରିଛନ୍ତି। ତିନିଥର ତଲାକ କହିବା ପରେ ପତ୍ନୀଭ୍କୁ ଛାଡ଼ପତ୍ର ଦେବା ବ୍ୟବସ୍ଥାକୁ ବିରୋଧକରି ସୁପ୍ରିମକୋର୍ଟରେ ମାମଲା ଚାଲିଛି। ଏହି ସଂପ୍ରଦାୟରେ ହସ୍ତକ୍ଷେପ କରିବା ଦ୍ୱାରା ଏହାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ନା ନାହିଁ ସେ ନେଇ କୋର୍ଟ କେନ୍ଦ୍ରର ମତ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story