କଶ୍ମୀର: ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଟ୍ରକ୍ ଡ୍ରାଇଭର ମୃତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ନୁର ମହମ୍ମଦ। ତାଙ୍କ ଘର ଡାର ଜିଲ୍ଲାର ଜରାଦୀପୁରର ଅରାନହାଲ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ନୁର ଟ୍ରକ୍‌ ଧରି ଘରକୁ ଆସୁଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଭୁଲ୍‌ରେ ସୁରକ୍ଷାକର୍ମୀଙ୍କ ଟ୍ରକ୍‌ ଭାବି ତାଙ୍କ ଉପରେ ପଥରମାଡ଼ କରିଥିଲେ। ଏଥିରେ ନୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ […]

kashmir

kashmir

Jyoshna Pradhan
  • Published: Monday, 26 August 2019
  • Updated: 26 August 2019, 11:40 AM IST

Sports

Latest News

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବିକ୍ଷୋଭକାରୀଙ୍କ ପଥରମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ନୁର ମହମ୍ମଦ। ତାଙ୍କ ଘର ଡାର ଜିଲ୍ଲାର ଜରାଦୀପୁରର ଅରାନହାଲ ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ନୁର ଟ୍ରକ୍‌ ଧରି ଘରକୁ ଆସୁଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଭୁଲ୍‌ରେ ସୁରକ୍ଷାକର୍ମୀଙ୍କ ଟ୍ରକ୍‌ ଭାବି ତାଙ୍କ ଉପରେ ପଥରମାଡ଼ କରିଥିଲେ। ଏଥିରେ ନୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଜମ୍ମୁ-କଶ୍ମୀର ପୁଲିସ୍‌ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି,“ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ଖବର ଅନୁସାରେ , ପଥରମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ମାସରେ ଶ୍ରୀନଗର ସହରରେ ପଥରମାଡ଼ରେ  ଜଣେ ୧୧ ବର୍ଷର ଝିଅର ଆଖିରେ ଆଘାତ ଲାଗିଥିଲା। ଆନ୍ଦୋଳନକାରୀମାନେ  ସାଧାରଣ ଲୋକଙ୍କ ଉପରେ ପଥର ମାଡ଼ କରୁଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story