ସିଧା କଥା ହୁଅ ମୋ ସାଙ୍ଗରେ: ପ୍ରୋଟକଲ୍ ଭାଙ୍ଗି ଟ୍ରମ୍ପ ଦେଇଦେଲେ ବ୍ୟକ୍ତିଗତ ନମ୍ୱର

ୱାଶିଂଟନ: ବିଶ୍ୱ ନେତୃବୃନ୍ଦଙ୍କ ସହ ସିଧାସଳଖ କଥା ହେବା ପାଇଁ ଆମେରିକାର ରାଷ୍ଟ୍ରପତି ଆପଣାଇଛନ୍ତି ଏକ ନୂଆ ତରିକା। ସିଧାସଳଖ ଫେ।ନ ମାଧ୍ୟମରେ ସର୍ମ୍ପକ କରିବା ପାଇଁ ନିଜ ବ୍ୟକ୍ତିଗତ ଫେ।ନ ନମ୍ୱର ଦେଇଛନ୍ତି ବିଶ୍ୱର କିଛି ନେତୃବୃନ୍ଦଙ୍କୁ। ବିଶ୍ୱ ନେତୃବୃନ୍ଦଙ୍କୁ ନିଜ ବ୍ୟକ୍ତିଗତ ଫେ।ନ ନମ୍ୱର ସେୟାର କରି ଆମେରିକାର ରାଷ୍ଟ୍ରପତି ଭାବେ ପ୍ରୋଟକଲ ଭାଙ୍ଗିଛନ୍ତି ଟ୍ରମ୍ପ। ଯାହାଫଳରେ ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି ସୁରକ୍ଷା ଅଧିକାରୀ। ହ୍ୱାଇଟ୍ ହାଉସ୍‌ର ଏକ ଅଧିକାରୀଙ୍କ ସୂଚନା […]

trump 1

trump 1

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 06:17 PM IST

Sports

Latest News

ୱାଶିଂଟନ: ବିଶ୍ୱ ନେତୃବୃନ୍ଦଙ୍କ ସହ ସିଧାସଳଖ କଥା ହେବା ପାଇଁ ଆମେରିକାର ରାଷ୍ଟ୍ରପତି ଆପଣାଇଛନ୍ତି ଏକ ନୂଆ ତରିକା। ସିଧାସଳଖ ଫେ।ନ ମାଧ୍ୟମରେ ସର୍ମ୍ପକ କରିବା ପାଇଁ ନିଜ ବ୍ୟକ୍ତିଗତ ଫେ।ନ ନମ୍ୱର ଦେଇଛନ୍ତି ବିଶ୍ୱର କିଛି ନେତୃବୃନ୍ଦଙ୍କୁ। ବିଶ୍ୱ ନେତୃବୃନ୍ଦଙ୍କୁ ନିଜ ବ୍ୟକ୍ତିଗତ ଫେ।ନ ନମ୍ୱର ସେୟାର କରି ଆମେରିକାର ରାଷ୍ଟ୍ରପତି ଭାବେ ପ୍ରୋଟକଲ ଭାଙ୍ଗିଛନ୍ତି ଟ୍ରମ୍ପ। ଯାହାଫଳରେ ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି ସୁରକ୍ଷା ଅଧିକାରୀ। ହ୍ୱାଇଟ୍ ହାଉସ୍‌ର ଏକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଟ୍ରମ୍ପ ମେକ୍ସିକୋ ଓ କାନାଡାର ନେତୃବୃନ୍ଦଙ୍କୁ ଫେ।ନ ନମ୍ୱର ଦେବା ସହ ସିଧାସଳଖ ତାଙ୍କୁ ଫେ।ନ କରିବାକୁ କହିଛନ୍ତି। ତେବେ ବର୍ତ୍ତମାନ ଯାଏଁ କାନାଡାର ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଫେ।ନ କରି ଏହି ସୁବିଧାର ଫ।ଇଦା ଉଠାଇଛନ୍ତି।

ଫ୍ର।ନ୍ସର ନବ ନର୍ବାଚିତ ରାଷ୍ଟ୍ରପତି ଇମାନୁଏଲ ମାକରନ୍‌ଙ୍କୁ ମଧ୍ୟ ଟ୍ରମ୍ପ ନିଜ ବ୍ୟକ୍ତିଗତ ଫେ।ନ ନମ୍ୱର ସେୟାର କରିବା ସହ ଶୁଭେଚ୍ଛା ଜଣାଇଥିଲେ। ତେବେ ଏହି ଘଟଣାକୁ ନେଇ ହ୍ୱାଇଟ୍ ହାଉସ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story