ଟ୍ରମ୍ପ-ମେଲାନିଆଙ୍କୁ ଚରଖା ବୁଲା ଶିଖାଇଲେ ମୋଦି, ଧନ୍ୟବାଦ ‘ଗ୍ରେଟ୍‌ ଫ୍ରେଣ୍ଡ’ ଲେଖିଲେ ଆମେରିକା ରାଷ୍ଟ୍ରପତି

ଅହମଦବାଦ: ଅହମଦାବାଦ ବିମାନ ବନ୍ଦରରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ରୋଡ୍‌ ଶୋ’ରେ ଯାଇ ସାବରମତୀ ଆଶ୍ରମ ପହଞ୍ଚିଥିଲେ। ଗାନ୍ଧିଜୀଙ୍କ ସବୁଠାରୁ ପ୍ରିୟ ସ୍ଥାନ ତଥା ପ୍ରୟୋଗଶାଳା ଏହି ଆଶ୍ରମରେ ତାଙ୍କର ପ୍ରିୟ ଭଜନସବୁ ଗୁଞ୍ଜରିତ ହେଉଥିଲା। ‘ବୈଷ୍ଣବ ଜନତୋ ତେନ କହିୟେ’ ଏବଂ ରଘୁପତି ରାଘବ ରାଜାରାମ ଆଦି ଭଜନ ଶୁଣି ଶୁଣି ଟ୍ରମ୍ପ ଦମ୍ପତିଙ୍କୁ ମୋଦି ଆଶ୍ରମ ବୁଲାଇଥିଲେ। ଏହି ଅବସରରେ ଟ୍ରମ୍ପ ଓ ମେଲାନିଆଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନର […]

trump-in-savarmati

trump-in-savarmati

Subrat Kumar Nayak
  • Published: Monday, 24 February 2020
  • Updated: 24 February 2020, 01:32 PM IST

Sports

Latest News

ଅହମଦବାଦ: ଅହମଦାବାଦ ବିମାନ ବନ୍ଦରରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ରୋଡ୍‌ ଶୋ’ରେ ଯାଇ ସାବରମତୀ ଆଶ୍ରମ ପହଞ୍ଚିଥିଲେ। ଗାନ୍ଧିଜୀଙ୍କ ସବୁଠାରୁ ପ୍ରିୟ ସ୍ଥାନ ତଥା ପ୍ରୟୋଗଶାଳା ଏହି ଆଶ୍ରମରେ ତାଙ୍କର ପ୍ରିୟ ଭଜନସବୁ ଗୁଞ୍ଜରିତ ହେଉଥିଲା। ‘ବୈଷ୍ଣବ ଜନତୋ ତେନ କହିୟେ’ ଏବଂ ରଘୁପତି ରାଘବ ରାଜାରାମ ଆଦି ଭଜନ ଶୁଣି ଶୁଣି ଟ୍ରମ୍ପ ଦମ୍ପତିଙ୍କୁ ମୋଦି ଆଶ୍ରମ ବୁଲାଇଥିଲେ।

ଏହି ଅବସରରେ ଟ୍ରମ୍ପ ଓ ମେଲାନିଆଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନର ଅନନ୍ୟ ପ୍ରତୀକ ଚରଖା ବୁଲାଇବାର ସୁଯୋଗ ମିଳିଥିଲା। ମୋଦି ନିଜେ ଚରଖା ବୁଲାଇବା ଶିଖାଇଥିଲେ। ଏଥିସହ ଆଶ୍ରମର କିଛି ଅନ୍ତେବାସୀ ମଧ୍ୟ ଏଥିରେ ସହଯୋଗ କରିଥିଲେ।

ପରେ ଗାନ୍ଧିଙ୍କ ପ୍ରିୟ ୩ ମାଙ୍କଡ଼ଙ୍କୁ ମଧ୍ୟ ଟ୍ରମ୍ପ ଭେଟିଥିଲେ। ମୋଦି ଏହି ସମୟରେ ଏହାର ଗୁରୁତ୍ୱ ଏବଂ ଗାନ୍ଧିଙ୍କର ଏମାନେ କାହିଁକି ପ୍ରିୟ ସେହି ବିଷୟରେ ବୁଝାଇଥିଲେ।

Image
ଆଶ୍ରମ ବୁଲାପରେ ଟ୍ରମ୍ପ ମୋଟେରା ଷ୍ଟାଡିଅମ୍‌ଠାରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ ପାଇଁ ବାହାରିଯାଇଥିଲେ। ତେବେ ଏହା ପୂର୍ବରୁ ଭିଜିଟର୍ସ ବୁକ୍‌ରେ ଲେଖିଥିବା ବାର୍ତ୍ତା କିଛି ନିଆରା ଥିଲା। ସେ ଏହି ବାର୍ତ୍ତା ତାଙ୍କ ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଜଣାଇଥିଲେ। ସେ ଏଥିରେ ଲେଖିଥିଲେ, ଏହି ଅନନ୍ୟ ପରିଦର୍ଶନ ପାଇଁ ଧନ୍ୟବାଦ। ତଳେ ଉଭୟ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ସ୍ୱାକ୍ଷର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story