ଟର୍ନବୁଲ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ

କ୍ୟାନ୍‌ବେରା: ଅଷ୍ଟ୍ରେଲିଆର ସାଧାରଣ ନିର୍ବାଚନରେ ଖୁବ୍ କମ୍ ଭୋଟ ବ୍ୟବଧାନରେ ଜିତିବା ପରେ ମାଲକମ୍ ଟର୍ନବୁଲ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କଲେ। ବଜେଟ୍ ସୁଧାରିବା ସହ ସମଲିଙ୍ଗୀ ବିବାହ ଉପରେ ସାର୍ବଜନିକ ମତଦାନ କରାଇବା ତାଙ୍କର ପ୍ରଥମ ପ୍ରାଥମିକତା। ଅଷ୍ଟ୍ରେଲିଆରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ପ୍ରତିନିଧି ଗଭର୍ଣ୍ଣର ଜେନେରାଲ ପିଟର କାସଗ୍ରୋବ କାନ୍‌ବେରାର ଗଭର୍ଣ୍ଣମେଣ୍ଟ ହାଉସ୍‌ରେ ଟର୍ନବୁଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିଜ ମନ୍ତ୍ରୀମଣ୍ଡଳରେ ମୁଖ୍ୟତଃ ସେହିମାନଙ୍କୁ ସାମିଲ […]

malcolm

malcolm

Rakesh Mallick
  • Published: Tuesday, 19 July 2016
  • Updated: 04 May 2017, 03:44 PM IST

Sports

Latest News

malcolmକ୍ୟାନ୍‌ବେରା: ଅଷ୍ଟ୍ରେଲିଆର ସାଧାରଣ ନିର୍ବାଚନରେ ଖୁବ୍ କମ୍ ଭୋଟ ବ୍ୟବଧାନରେ ଜିତିବା ପରେ ମାଲକମ୍ ଟର୍ନବୁଲ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କଲେ। ବଜେଟ୍ ସୁଧାରିବା ସହ ସମଲିଙ୍ଗୀ ବିବାହ ଉପରେ ସାର୍ବଜନିକ ମତଦାନ କରାଇବା ତାଙ୍କର ପ୍ରଥମ ପ୍ରାଥମିକତା।

ଅଷ୍ଟ୍ରେଲିଆରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ପ୍ରତିନିଧି ଗଭର୍ଣ୍ଣର ଜେନେରାଲ ପିଟର କାସଗ୍ରୋବ କାନ୍‌ବେରାର ଗଭର୍ଣ୍ଣମେଣ୍ଟ ହାଉସ୍‌ରେ ଟର୍ନବୁଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିଜ ମନ୍ତ୍ରୀମଣ୍ଡଳରେ ମୁଖ୍ୟତଃ ସେହିମାନଙ୍କୁ ସାମିଲ କରିଛନ୍ତି, ଯେଉଁମାନେ ତାଙ୍କ ସହିତ ନିର୍ବାଚନରେ ଠିଆ ହୋଇଥିଲେ। ଏହାର ଅର୍ଥ ଏହା ହେଲା ଟୋନୀ ଏବଟ୍‌ଙ୍କୁ ଏଥର ମଧ୍ୟ କୌଣସି ବଡ଼ ଦାୟିତ୍ୱ ଦିଆଯିବ ନାହିଁ। ପୂର୍ବ ପ୍ରଧାନମନ୍ତ୍ରୀ ଏବଟଙ୍କୁ ଦଳ ନେତୃତ୍ୱରେ ପରିବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ପଡ଼ିଥିଲା ଏବଂ ତାଙ୍କ ସ୍ଥାନ ଟର୍ନବୁଲ ନେଇଥିଲେ।

ପୂର୍ବ ବ୍ୟାଙ୍କର ଲିବରଲ ନ୍ୟାସନାଲ ମେଣ୍ଟ ଜୁଲାଇ ୨ରେ ହୋଇଥିବା ନିର୍ବାଚନରେ ଖୁବ୍ କମ୍ ବ୍ୟବଧାନରେ ଜିତି ସତ୍ତା ହାସଲ କରିଛନ୍ତି । ଦଳ ପାଖରେ ୧୫୦ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୭୬ ସିଟ୍ ଅଛି ଏବଂ ଏକ ଅନ୍ୟ ସିଟ୍‌ରେ ମତଗଣନା ଏବେ ଜାରି ଅଛି। ତେଣୁ ଦଳକୁ ଏକ ସିଟ୍ ମିଳିବାର ଆଶ ଅଛି।

ଅବଶ୍ୟ ଟର୍ନବୁଲ୍‌ଙ୍କର ମେଣ୍ଟ କ୍ଷମତା ପାଇବାରେ ସଫଳ ହୋଇଛନ୍ତି କିନ୍ତୁ ପୂର୍ବରୁ ତାଙ୍କ ପାଖରେ ଥିବା ସ୍ପଷ୍ଟ ବହୁମତ ହରାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ସେ ସଫଳତାର ସହିତ ସରକାର ଚଳାଇପାରିବେ କି ନାହିଁ ।

ନିଜ ଶୀର୍ଷ ପ୍ରାଥମିକତା ବିଷୟରେ ଟର୍ନବୁଲ କହିଛନ୍ତି; “ବଜେଟରେ ସୁଧାର ଆଣିବା ନିଃସନ୍ଦେହ ସବୁଠାରୁ ବଡ଼ ପ୍ରାଥମିକତା”। ସେ କାଲି ପ୍ରସାର ‘ଏବିସି’ କୁ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ହେବ, ସେତେ ଶୀଘ୍ର ସମଲିଙ୍ଗୀ ବିବାହ ଉପରେ ମତଦାନ କରାଇବାର ଯୋଜନା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story