ଆମେରିକାରେ ୨୪ ଘଣ୍ଟାରେ ଦୁଇ ଥର ଗୁଳିକାଣ୍ଡ, ୨୯ ମୃତ

ଓ୍ୱାଶିଂଟନ: ଆମେରିକାର ଓହିଓ ଡାୟଟୋନରେ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ପୁଲିସର ଜବାବୀ ହମଲାରେ ହତ୍ୟାକାରୀର ମୃତ୍ୟୁ ଘଟିଛି। ଆମେରିକାର ଓରେଗନ ଜିଲ୍ଲାର ସହରରେ ରାତି ୧ଟାରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି। ହତ୍ୟାକାରୀ ଜଣଙ୍କ ହଠାତ୍ ଲୋକଙ୍କୁ ଉପରକୁ ଗୁଳି ମାଡ଼ କରିଥିବାରୁ ଏକା ସାଙ୍ଗରେ ୯ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଆହତ ହୋଇଛନ୍ତି। ଏହାପରେ ପୁଲିସ ପକ୍ଷରୁ ହତ୍ୟାକାରୀ ଉପରକୁ ଗୁଳି […]

USA SHOOT OUT

USA SHOOT OUT

Subhransu Sekhar
  • Published: Sunday, 04 August 2019
  • Updated: 04 August 2019, 04:52 PM IST

Sports

Latest News

ଓ୍ୱାଶିଂଟନ: ଆମେରିକାର ଓହିଓ ଡାୟଟୋନରେ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ପୁଲିସର ଜବାବୀ ହମଲାରେ ହତ୍ୟାକାରୀର ମୃତ୍ୟୁ ଘଟିଛି। ଆମେରିକାର ଓରେଗନ ଜିଲ୍ଲାର ସହରରେ ରାତି ୧ଟାରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି।

ହତ୍ୟାକାରୀ ଜଣଙ୍କ ହଠାତ୍ ଲୋକଙ୍କୁ ଉପରକୁ ଗୁଳି ମାଡ଼ କରିଥିବାରୁ ଏକା ସାଙ୍ଗରେ ୯ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଆହତ ହୋଇଛନ୍ତି। ଏହାପରେ ପୁଲିସ ପକ୍ଷରୁ ହତ୍ୟାକାରୀ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଯେଉଁଥିରେ ହତ୍ୟାକାରୀ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏଥିରେ କୌଣସି ପୁଲିସ ଆହତ ହୋଇନଥିବା ସୂଚନା ରହିଛି। ହତ୍ୟାକାରୀ ହଠାତ୍ ସାଧାରଣ ଲୋକଙ୍କ ଉପରକୁ ଗୁଳି ଫୁଟାଇବାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, ଆଜି ଆମେରିକାର ଟେକ୍ସାସ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ମଧ୍ୟ ଶନିବାର ଗୁଳିକାଣ୍ଡ ଘଟିଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପୁଲିସ୍ ତିନି ଜଣ ସନ୍ଦିଗ୍ଧକୁ ଧରିଛି। ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଜଣେ ୨୧ ବର୍ଷୀୟ ଯୁବକ ଏହି ଗୁଳିକାଣ୍ଡ ଭିଆଇଛନ୍ତି। ସେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ବି କୁହାଯାଇଛି। ତେବେ ପୁଲିସ୍ ଏନେଇ କିଛି ସ୍ପଷ୍ଟ କରିନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆମେରିକାରେ ୱାଲ୍‌ମାର୍ଟ ଷ୍ଟୋର୍‌ରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ଗୁଳିକାଣ୍ଡ ଘଟଣା। ସେହିପରି ଗତ ସପ୍ତାହରେ କାଲିଫୋର୍ନିଆର ଗିଲରୋପ ଗାର୍ଲିକ ଫେଷ୍ଟିଭାଲ୍‌ରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହା ପୂର୍ବରୁ ଜୁନ୍ ମାସ ଶେଷ ସପ୍ତାହରେ ଟେକ୍ସାସରେ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story