ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଏମାନେ ଉଡ଼ାଇ ପାରିନାହାନ୍ତି ଲାଲ୍‌କିଲ୍ଲାରେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଦିନକ ପରେ ସାରା ଦେଶ ପାଳନ କରିବ ସ୍ୱାଧୀନତା ଦିବସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଦେଶର ପ୍ରଧାନମନ୍ତ୍ରୀ ହିଁ ଏହି ପବିତ୍ର ଦିବସରେ ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥାନ୍ତି। ଜାଣିଛନ୍ତି କି କେଉଁ ପ୍ରଧାନମନ୍ତ୍ରୀ ଏହି ସୌଭାଗ୍ୟର ଅଧିକାରୀ ହୋଇପାରି ନଥିଲେ? ଏମିତି ଦୁଇଜଣ ପ୍ରଧାନମନ୍ତ୍ରୀ ହେଲେ ଗୁଲଜାରୀ ଲାଲ୍‌ ନନ୍ଦା ଏବଂ ଚନ୍ଦ୍ରଶେଖର। କଂଗ୍ରେସ୍‌ର ବରିଷ୍ଠ ନେତା ଗୁଲଜାରୀ ଲାଲ୍‌ ନନ୍ଦା ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। […]

RedFort

RedFort

Ordigital Desk
  • Published: Monday, 13 August 2018
  • Updated: 13 August 2018, 03:15 PM IST

Sports

Latest News

ନୂଆଦିଲ୍ଲୀ: ଦିନକ ପରେ ସାରା ଦେଶ ପାଳନ କରିବ ସ୍ୱାଧୀନତା ଦିବସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ। ଦେଶର ପ୍ରଧାନମନ୍ତ୍ରୀ ହିଁ ଏହି ପବିତ୍ର ଦିବସରେ ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥାନ୍ତି।

ଜାଣିଛନ୍ତି କି କେଉଁ ପ୍ରଧାନମନ୍ତ୍ରୀ ଏହି ସୌଭାଗ୍ୟର ଅଧିକାରୀ ହୋଇପାରି ନଥିଲେ?

ଏମିତି ଦୁଇଜଣ ପ୍ରଧାନମନ୍ତ୍ରୀ ହେଲେ ଗୁଲଜାରୀ ଲାଲ୍‌ ନନ୍ଦା ଏବଂ ଚନ୍ଦ୍ରଶେଖର।

[caption id="attachment_263344" align="aligncenter" width="600"]gulzarilal-nanda ଗୁଲଜାରୀ ଲାଲ୍‌ ନନ୍ଦା[/caption]

କଂଗ୍ରେସ୍‌ର ବରିଷ୍ଠ ନେତା ଗୁଲଜାରୀ ଲାଲ୍‌ ନନ୍ଦା ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମାତ୍ର ତାଙ୍କ କାର୍ଯ୍ୟକାଳ ବହୁତ କମ ସମୟ ପାଇଁ ଥିଲା। ୧୯୬୪ରେ ଜବାହାର ଲାଲ୍‌ ନେହରୁ ଏବଂ ୧୯୬୬ରେ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରିତ୍ୱ ଭାବେ ତାଙ୍କର ସ୍ୱଳ୍ପ ସମୟ ମଧ୍ୟରେ ଅଗଷ୍ଟ ୧୫ ପଡ଼ି ନଥିଲା। ତେଣୁ ସେ ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ।

[caption id="attachment_263345" align="aligncenter" width="600"]chandreasekhara ଚନ୍ଦ୍ରଶେଖର[/caption]

ସେହିପରି ଚନ୍ଦ୍ରଶେଖର ଥରେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ସେ ୧୯୯୦ ନଭେମ୍ବର ୧୦ରୁ ୧୯୯୧ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଗଷ୍ଟ ୧୫ ପଡ଼ି ନଥିଲା। ତେଣୁ ସେ ମଧ୍ୟ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ।

କିଏ କେତେଥର ଲାଲ୍‌କିଲ୍ଲାରେ ଉଡ଼ାଇଛନ୍ତି ତ୍ରିରଙ୍ଗା

୧. ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‌ ନେହରୁ ୧୭ ଥର ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ହେଲେ ପ୍ରଥମ ଥର ସେ ୧୫ ଅଗଷ୍ଟରେ ତ୍ରିରଙ୍ଗା ଉଡ଼ାଇ ପାରି ନଥିଲେ। ୧୯୪୭ ଅଗଷ୍ଟ ୧୬ ତାରିଖରେ ସେ ପତାକା ଉଡ଼ାଇଥିଲେ।

୨. ନେହରୁଙ୍କ ପରେ ଦ୍ୱିତୀୟ ସର୍ବାଧିକ ଥର ଏହି ସୌଭାଗ୍ୟ ଇନ୍ଦିରା ଗାନ୍ଧି ପାଇଛନ୍ତି। ସେ ୧୬ ଥର ପତାକା ଉଡ଼ାଇଛନ୍ତି। ସେ ୧୯୬୬ରୁ ୧୯୭୭ ଲଗାତାର ୧୧ ଥର ତ୍ରିରଙ୍ଗା ଉଡ଼ାଇଥିଲେ।

୩. ଇନ୍ଦିରାଙ୍କ ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୦ ଥର ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି।

୪. ଅଣ କଂଗ୍ରେସ୍‌ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଥର ଅଟଳ ବିହାରୀ ବାଜପେୟୀଙ୍କୁ ଏହି ସୁଯୋଗ ମିଳିଛି। ସେ ଲାଲ୍‌କିଲ୍ଲାରେ ୬ ଥର ତ୍ରିରଙ୍ଗା ଉଡ଼ାଇଛନ୍ତି।

୫. ରାଜୀବ ଗାନ୍ଧି ଏବଂ ନରସିଂହ ରାଓଙ୍କୁ ୫ ଥର ଲେଖାଏ ଏହି ସୌଭାଗ୍ୟ ମିଳିଛି।

୬. ଚୌଧୁରୀ ଚରଣ ସିଂହ, ଭିପି ସିଂହ, ଏଚ୍‌ଡ଼ି ଦେବଗୌଡ଼ା, ଇନ୍ଦ୍ର କୁମାର ଗୁଜରାଲ, ଲାଲବାହାଦୂର ଶାସ୍ତ୍ରୀ ଥରେ ଲେଖାଏ ତ୍ରିରଙ୍ଗା ଉଡ଼ାଇଛନ୍ତି।

୭. ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ୪ ଥର ଏହି ସୌଭାଗ୍ୟ ପାଇଛନ୍ତି। ଦିନକ ପରେ ସେ ପୁଣି ଲାଲ୍‌କିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story