ମାଟି ଖୋଳୁ ଖୋଳୁ ହୋଇଗଲେ କୋଟିପତି

ଭୋପାଲ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଦୁଇ ଶ୍ରମିକଙ୍କ ପାଇଁ ଆଗୁଆ ଆସିଛି ନୂଆବର୍ଷର ଖୁସି। ଖଣି ସେମାନଙ୍କ ପାଇଁ ଏହି ଖୁସି ଆଣିଦେଇଛି। ଆଜ୍ଞା ହଁ, ମୋତିଲାଲ ଏବଂ ରଘୁବୀର ପ୍ରଜାପତି ନାମକ ଏହି ଦୁଇ ଶ୍ରମିକ ଦୁଇ ମାସ ତଳେ ବୃହତ୍ ଏକ ହୀରା ପାଇଥିଲେ ଯାହାକି ନିଲାମରେ ୨.୫୫ କୋଟି ଟଙ୍କାରେ ଯାଇଛି। ନିଲାମୀରେ କ୍ୟାରେଟ୍‌ ପିଛା ମୂଲ୍ୟ ୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଦୁଇ ଶ୍ରମିକ ଖୋଳି ବାହାର କରିଥିବା ହୀରା […]

DIAMOND

DIAMOND

Subrat Kumar Nayak
  • Published: Sunday, 30 December 2018
  • Updated: 30 December 2018, 04:13 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ଦୁଇ ଶ୍ରମିକଙ୍କ ପାଇଁ ଆଗୁଆ ଆସିଛି ନୂଆବର୍ଷର ଖୁସି। ଖଣି ସେମାନଙ୍କ ପାଇଁ ଏହି ଖୁସି ଆଣିଦେଇଛି। ଆଜ୍ଞା ହଁ, ମୋତିଲାଲ ଏବଂ ରଘୁବୀର ପ୍ରଜାପତି ନାମକ ଏହି ଦୁଇ ଶ୍ରମିକ ଦୁଇ ମାସ ତଳେ ବୃହତ୍ ଏକ ହୀରା ପାଇଥିଲେ ଯାହାକି ନିଲାମରେ ୨.୫୫ କୋଟି ଟଙ୍କାରେ ଯାଇଛି।

ନିଲାମୀରେ କ୍ୟାରେଟ୍‌ ପିଛା ମୂଲ୍ୟ ୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ଦୁଇ ଶ୍ରମିକ ଖୋଳି ବାହାର କରିଥିବା ହୀରା ୪୨.୯ କ୍ୟାରେଟ୍‌ର ଥିଲା।

ପାନ୍ନା ଜିଲ୍ଲାର ଡାଇମଣ୍ଡ ଅଫିସର ସନ୍ତୋଷ ସିଂହ କହିବା ଅନୁଯାୟୀ ଝାନ୍ସିର ଜଣେ ହୀରା ବ୍ୟବସାୟୀ ତଥା ବିଏସ୍‌ପି ନେତା ୨୦ ପ୍ରତିଶତ ଅର୍ଥ ଦେଇସାରିଛନ୍ତି ଏବଂ ବାକି ଅର୍ଥ ହୀରାର ପ୍ରକ୍ରିୟା କରଣ ଆରମ୍ଭ ସମୟରେ ପଇଠ କରାଯିବ। ୧୨ ପ୍ରତିଶତ ରୟାଲ୍ଟି ଏବଂ ଟିକସକୁ ବାଦ୍‌ ଦେଲେ ବାକି ଟଙ୍କା ପ୍ରଜାପତିଙ୍କ ଆକାଉଣ୍ଟକୁ ପଠାଇଦିଆଯିବ। ସେମାନେ ୨.୩୦ କୋଟି ଟଙ୍କାକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ।

ସେମାନେ ଗତ ଅକ୍ଟୋବର ୯ ତାରିଖରେ ଏହି ହୀରା ପାଇଥିଲେ ଏବଂ ଡାଇମଣ୍ଡ ଅଫିସରଙ୍କ ଜିମା ଦେଇଥିଲେ, କିନ୍ତୁ ଏହାର ମୂଲ୍ୟ ବାବଦରେ କଳନା କରିପାରିନଥିଲେ। ସେମାନେ ନିଲାମରେ ମଧ୍ୟ ଯୋଗ ଦେଇନଥିଲେ। ଏଭଳି ବିପୁଳ ଅର୍ଥ ପାଇବେ ବୋଲି ଜାଣିବାପରେ ପିଲାମାନଙ୍କ ଶିକ୍ଷାରେ ଏହା ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story