ବିବାଦ ଭିତରେ ଗଣମାଧ୍ୟମ ସାମ୍ନାରେ ମତ ରଖିଲେ ଉଦ୍ଧବ ଠାକରେ

ମୁମ୍ୱାଇ: କଙ୍ଗନା ରଣାଓ୍ୱତ, ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଆଦି ଅନେକ ପ୍ରସଙ୍ଗରେ ସମାଲୋଚନାର ଶିକାର ହେଉଛନ୍ତି ମହାରାଷ୍ଟ୍ରର ଉଦ୍ଧବ ସରକାର। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରେସ କନଫରେନସ କରିଥିଲେ। ଯେଉଁଥିରେ ସେ କରୋନା ପ୍ରସଙ୍ଗରେ ମତ ରଖିଥିଲେ। ବିବାଦ ପ୍ରସଙ୍ଗରେ ଗୋଟିଏ ଧାଡ଼ିରେ କହିଥିଲେ ମୁଁ ନିରବ ରହିବାର ଅର୍ଥ ମୋ ପାଖରେ ଜବାବ ନାହିଁ। ଉଦ୍ଧବ କହିଛନ୍ତି ଯେ, କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ୁଛି। WHO […]

UDHAV THAKREY

UDHAV THAKREY

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 03:06 PM IST

Sports

Latest News

ମୁମ୍ୱାଇ: କଙ୍ଗନା ରଣାଓ୍ୱତ, ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଆଦି ଅନେକ ପ୍ରସଙ୍ଗରେ ସମାଲୋଚନାର ଶିକାର ହେଉଛନ୍ତି ମହାରାଷ୍ଟ୍ରର ଉଦ୍ଧବ ସରକାର। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରେସ କନଫରେନସ କରିଥିଲେ। ଯେଉଁଥିରେ ସେ କରୋନା ପ୍ରସଙ୍ଗରେ ମତ ରଖିଥିଲେ। ବିବାଦ ପ୍ରସଙ୍ଗରେ ଗୋଟିଏ ଧାଡ଼ିରେ କହିଥିଲେ ମୁଁ ନିରବ ରହିବାର ଅର୍ଥ ମୋ ପାଖରେ ଜବାବ ନାହିଁ।

ଉଦ୍ଧବ କହିଛନ୍ତି ଯେ, କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ୁଛି। WHO ରିପୋର୍ଟରେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ବାବଦରେ କୁହାଯାଇଛି। ମହାରାଷ୍ଟ୍ର ସରକାର ଉପୁଜୁଥିବା ସମସ୍ୟା ଉପରେ ନଜର ରଖିଛନ୍ତି। ସମସ୍ତ ପରିସ୍ଥିତିରେ ମହାରାଷ୍ଟ୍ର ସରକାର ଭଲ କାମ କରୁଛନ୍ତି।

ମହାରାଷ୍ଟ୍ର ଲୋକଙ୍କୁ ଏକାଠି ହୋଇ ଉପୁଜୁଥିବା ସମସ୍ୟାର ସାମ୍ନା କରିବାକୁ ହେବ। ଆନ୍ଦୋଳନ କିମ୍ୱା ଗୁଜବ ପ୍ରଚାର ନକରିବା ପାଇଁ ସେ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ର ସରକାର 'ମୋ ପରିବାର, ମୋର ଦାୟିତ୍ୱ' ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରତ୍ୟେକ ବ୍ୟକ୍ତି ନିଜର ଜାତି, ଧର୍ମ ଏବଂ ଅଞ୍ଚଳକୁ ଭୁଲି ଏକଜୁଟ ହୋଇ ରାଜ୍ୟର ଏହି ଅଭିଯାନରେ ସାମିଲ୍ ହେବା ଉଚିତ।

"କରୋନା ପାଇଁ ମୋତେ ଘରୁ ବାହାରକୁ ନଯିବା ପାଇଁ କୁହାଯାଇଛି। ତେଣୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଁ ପହଞ୍ଚିବାକୁ ଚେଷ୍ଟା କରୁଛି" ବୋଲି ଉଦ୍ଧବ କହିଛନ୍ତି।

ସେହିପରି ମରାଠା ସଂରକ୍ଷଣ ବିଷୟରେ କହିଛନ୍ତି ଯେ ସେ କୋର୍ଟରେ ସରକାର ଏ ନେଇ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ଏଥିପାଇଁ ବଡ଼ ଓକିଲ ମଧ୍ୟ ନିୟୋଜିତ ହୋଇଛନ୍ତି। ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ସେ ଜଡିତ ଅଛନ୍ତି ବୋଲି କହିଛନ୍ତି। ଏହି ସମୟରେ ଆନ୍ଦୋଳନ ନକରିବା ପାଇଁ ଉଦ୍ଧବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story