ସଂସ୍କୃତରେ ଅନୁବାଦ ହେଲା ୟୁଏନ୍‌ ଚାର୍ଟର

ନୂଆଦିଲ୍ଲୀ:ୟୁନାଇଟେଡ୍‌ ନେସନ୍ସର ଚାର୍ଟରକୁ ସଂସ୍କୃତ ଭାଷାରେ ଅନୁବାଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ରାଜଦୂତ ସୟଦ ଆବକରଉଦ୍ଦିନ୍‌। ସେ ଟ୍ୱିଟ କରି କହିଛନ୍ତି,“ ୟୁଏନ୍‌ ଚାର୍ଟରକୁ ସଂସ୍କୃତ ଭାଷାକୁ ଅନୁବାଦ କରାଯାଇଛି। ଡ଼.ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।” The Charter of @UN is now in Sanskrit.Thank you Dr. Jitendra Kumar Tripathi for this pioneering effort. pic.twitter.com/sLhAARqBmR — Syed […]

un-chrter

un-chrter

Rakesh Mallick
  • Published: Wednesday, 07 September 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ:ୟୁନାଇଟେଡ୍‌ ନେସନ୍ସର ଚାର୍ଟରକୁ ସଂସ୍କୃତ ଭାଷାରେ ଅନୁବାଦ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ରାଜଦୂତ ସୟଦ ଆବକରଉଦ୍ଦିନ୍‌।

ସେ ଟ୍ୱିଟ କରି କହିଛନ୍ତି,“ ୟୁଏନ୍‌ ଚାର୍ଟରକୁ ସଂସ୍କୃତ ଭାଷାକୁ ଅନୁବାଦ କରାଯାଇଛି। ଡ଼.ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି।”

https://twitter.com/AkbaruddinIndia/status/773348512734015489

ଏହାସହ ସେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଲକ୍ଷ୍ନୌରେ ଥିବା ଅଖିଳ ଭାରତୀୟ ସଂସ୍କୃତ ପରିଷଦର ସଚିବ ଥିବା  ଡ଼.ଜିତେନ୍ଦ୍ର କୁମାର ତ୍ରିପାଠୀ ଏହି କାର୍ଯ୍ୟ କରୁଥିବାରୁ ସେ ତାଙ୍କୁ ସାଧୁବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story