ଚାଷୀଙ୍କୁ ସିଙ୍ଘୁ ସୀମାକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କିଷାନ ବନାମ ପୁଲିସ ସଂଘର୍ଷ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଟ୍ରାକ୍ଟର ରାଲି ବେଳେ ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷୀମାନେ ଏକ ଅଭୂତପୂର୍ବ ଘଟଣାକ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ଟ୍ରାକ୍ଟର ସହ ପ୍ରବେଶ କରି ନିଜର ପତାକା ଉଡ଼ାଇଛନ୍ତି। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ହିଂସାକାଣ୍ଡ ଆଗକୁ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ସଂଯୁକ୍ତ କିଷାନ […]

ca

ca

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 04:56 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କିଷାନ ବନାମ ପୁଲିସ ସଂଘର୍ଷ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଟ୍ରାକ୍ଟର ରାଲି ବେଳେ ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷୀମାନେ ଏକ ଅଭୂତପୂର୍ବ ଘଟଣାକ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ଟ୍ରାକ୍ଟର ସହ ପ୍ରବେଶ କରି ନିଜର ପତାକା ଉଡ଼ାଇଛନ୍ତି।

ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ହିଂସାକାଣ୍ଡ ଆଗକୁ ଆହୁରି ବଢ଼ିବାର ଆଶଙ୍କା ଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନରତ ଚାଷୀଙ୍କୁ ସିଙ୍ଘୁ ସୀମାର ଆନ୍ଦୋଳନସ୍ଥଳକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ପରେ ଚାଷୀମାନେ ସିଭିଲ ଲାଇନ, ରେଡ ଫୋର୍ଟ, ମଞ୍ଜୁ କା ଟିଲା ଓ ବୁରାଡି ଫ୍ଲାଏ ଓଭର୍‌ରୁ ସିଙ୍ଘୁ ସୀମାକୁ ଫେରିବା ଆରମ୍ଭ କରିଛନ୍ତି। ଏଠାରେ ଚାଷୀମାନେ ଦୀର୍ଘ ୨ ମାସରୁ ଅଧିକ ଦିନ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିଲେ। ତଥାପି କିଛି ସ୍ଥାନରେ ଏବେ ବି ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ସେହିପରି ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ନିଜକୁ ଦୂରେଇ ରଖିଛି। ମୋର୍ଚ୍ଚା କହିଛି ଯେ ଚାଷୀଙ୍କ ଗଣତନ୍ତ୍ର ଦିବସ ପରେଡରେ ଅଭୂତ ପୂର୍ବ ସଂଖ୍ୟାରେ କୃଷମାନେ ଯୋଗଦେଇଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ଏଥିସହ ଆଜି ଯେଉଁ ଆଶ୍ଚର୍ଯ୍ୟ ଓ ନିନ୍ଦାଜନକ ଘଟଣା ସବୁ ଘଟିଲା, ସେଥିପାଇଁ ଆମେ ଦୁଃଖ ପ୍ରକାଶ କରିବା ସହ ନିଜକୁ ଉକ୍ତ ଘଟଣାରୁ ଦୂରେଇ ରଖୁଛୁ।

ଆଜିର ଘଟଣା ଆମ ନିୟମକୁ ଉଲ୍ଲଙ୍ଘନ କରିଛି। ଆମେ ସମସ୍ତଙ୍କୁ ଶାନ୍ତି ସ୍ଥାପନ କରିବା ସହ ପୁଲିସ୍‌ ଦେଇଥିବା ରୁଟ୍‌ରେ ପରେଡ କରିବାକୁ ଅନୁରୋଧ କରୁଛୁ। ସେହିପରି ହିଂସାକାଣ୍ଡରେ କେହି ସାମିଲ ହେବା ମଧ୍ୟ ଠିକ ନୁହେଁ। ଦେଶର ଏକତା ଓ ସମ୍ମାନକୁ ସମସ୍ତେ ଗୁରୁତ୍ୱ ଦେବା ଦରକାର। ହିଂସାକାଣ୍ଡରୁ ଚାଷୀମାନେ ନିଜକୁ ଦୂରେଇ ରଖନ୍ତୁ ବୋଲି ମୋର୍ଚ୍ଚା ନିବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story