ପଶ୍ଚିମବଙ୍ଗରେ ହିଂସା, ଦ୍ୱିତୀୟ ଥର ପାଇଁ ରିପୋର୍ଟ ତଲବ କଲା କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦେଖାଦେଇଥିବା ଡାକ୍ତରଙ୍କ ଆନ୍ଦୋଳନ ଏବଂ ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁଣି ଥରେ ମମତା ସରକାରକୁ ରିପୋର୍ଟ ମାଗିଛି। ହିଂସା ରୋକିବା ପାଇଁ କଣ ପଦକ୍ଷେପ ନେଇଛ, ଏବଂ ଅପରାଧୀଙ୍କୁ ଧରିବା ପାଇଁ କଣ କଣ ପଦକ୍ଷେପ ନେଇଛ, ତା’ର ରିପୋର୍ଟ ଦେବାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କହିଛି। ପଶ୍ଚିମବଙ୍ଗରେ ଜାରି ରହିଥିବା ଡାକ୍ତରଙ୍କ ଆନ୍ଦୋଳନ ଏବଂ ହିଂସାକୁ ନେଇ ଅନେକ ଡାକ୍ତର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ଏହା ପରେ […]

wb violence

wb violence

Subhransu Sekhar
  • Published: Saturday, 15 June 2019
  • Updated: 15 June 2019, 04:23 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦେଖାଦେଇଥିବା ଡାକ୍ତରଙ୍କ ଆନ୍ଦୋଳନ ଏବଂ ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁଣି ଥରେ ମମତା ସରକାରକୁ ରିପୋର୍ଟ ମାଗିଛି। ହିଂସା ରୋକିବା ପାଇଁ କଣ ପଦକ୍ଷେପ ନେଇଛ, ଏବଂ ଅପରାଧୀଙ୍କୁ ଧରିବା ପାଇଁ କଣ କଣ ପଦକ୍ଷେପ ନେଇଛ, ତା'ର ରିପୋର୍ଟ ଦେବାକୁ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ କହିଛି।

ପଶ୍ଚିମବଙ୍ଗରେ ଜାରି ରହିଥିବା ଡାକ୍ତରଙ୍କ ଆନ୍ଦୋଳନ ଏବଂ ହିଂସାକୁ ନେଇ ଅନେକ ଡାକ୍ତର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ଏହା ପରେ ପଶ୍ଚିମବଙ୍ଗ ସରକାରକୁ ରିପୋର୍ଟ ତଲବ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। ଜୁନ ୯ରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଦେଖାଦେଇଥିବା ହିଂସାକୁ ନେଇ ପ୍ରଥମେ ରିପୋର୍ଟ ମାଗିଥିଲା ଗୃହ ମନ୍ତ୍ରଣାଳୟ। ଦ୍ୱିତୀୟ ଥର ପାଇଁ ପୁଣି ଆଜି ରିପୋର୍ଟ ମାଗିଛି। କେନ୍ଦ୍ରର ପ୍ରଥମ ନିର୍ଦ୍ଦେଶର ଜବାବ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଛି। ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ।

ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ହିଂସା ଜାରି ରହିଛି। ନିର୍ବାଚନ ପରଠୁ ଏଯାଏ ବିଜେପିର ୫୦ରୁ ଅଧିକ କର୍ମୀ ଓ ସମର୍ଥକ ହତ୍ୟାର ଶିକାର ହୋଇଥିବା ବିଜେପି ଦାବି କରିଛି। ସେହିଭଳି ଟିଏମସି ମଧ୍ୟ ବିଜେପି କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଥିବା ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story