ଶବନା ଅଜ୍‌ମୀଙ୍କୁ ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ର ନୂଆ ନେତା କହିଲେ ଗିରିରାଜ

ନୂଆଦିଲ୍ଲୀ: ସର୍ବଦା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାଧିଲା ଭଳି ମନ୍ତବ୍ୟ ଦେଉଥିବା ଅଭିନେତ୍ରୀ ଶବନା ଆଜ୍‌ମୀଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ତୀବ୍ର ସମାଲୋଚନା କରିଛନ୍ତି। ସେ ଶବନାଙ୍କୁ ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ର ନୂଆ ନେତା ବୋଲି କହିଛନ୍ତି। ଗିରିରାଜ ସିଂହ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଶବନା ଆଜମୀ କହୁଛନ୍ତି, “ଆମେ ଯଦି ସରକାରଙ୍କୁ ସମାଲୋଚନା କରିବା, ତା’ହେଲେ ଆମକୁ ଦେଶଦ୍ରୋହୀର ଆଖ୍ୟା ଦିଆଯିବ।” ଏହି ଭିଡିଓ ସହ ଗିରିରାଜ ଲେଖିଛନ୍ତି, “ଏହି ଭିଡିଓରେ ଥିବା […]

f

f

Hemant Lenka
  • Published: Monday, 08 July 2019
  • Updated: 08 July 2019, 05:13 PM IST

Sports

Latest News

ନୂଆଦିଲ୍ଲୀ: ସର୍ବଦା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାଧିଲା ଭଳି ମନ୍ତବ୍ୟ ଦେଉଥିବା ଅଭିନେତ୍ରୀ ଶବନା ଆଜ୍‌ମୀଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ତୀବ୍ର ସମାଲୋଚନା କରିଛନ୍ତି। ସେ ଶବନାଙ୍କୁ ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ର ନୂଆ ନେତା ବୋଲି କହିଛନ୍ତି।

ଗିରିରାଜ ସିଂହ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଶବନା ଆଜମୀ କହୁଛନ୍ତି, “ଆମେ ଯଦି ସରକାରଙ୍କୁ ସମାଲୋଚନା କରିବା, ତା’ହେଲେ ଆମକୁ ଦେଶଦ୍ରୋହୀର ଆଖ୍ୟା ଦିଆଯିବ।” ଏହି ଭିଡିଓ ସହ ଗିରିରାଜ ଲେଖିଛନ୍ତି, “ଏହି ଭିଡିଓରେ ଥିବା ଚରିତ୍ର ଜଣଙ୍କ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ ଓ ଆୱାର୍ଡ ଫେରାଉଥିବା ଗ୍ୟାଙ୍ଗର ନୂଆ ନେତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story