ଭଲ ରାସ୍ତାପାଇଁ ଘଟୁଛି ଦୁର୍ଘଟଣା: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭଲ ରାସ୍ତା ପାଇଁ ଘଟୁଛି ଦୁର୍ଘଟଣା। କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାର୍ଜୋଲଙ୍କ ପରେ କେନ୍ଦ୍ରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଯୁକ୍ତି ଦର୍ଶାଛନ୍ତି ଭଲ ରାସ୍ତାରେ ଏଧିକ ବେଗରେ ଗାଡ଼ି ଚଲାନ୍ତି ଏବଂ ଆସିଲିଟର ମୋଡ଼ନ୍ତି। ଫଳରେ ଦୁର୍ଘଟଣା ଘଟିଥାଏ ବୋଲି ସେ କହିଛନ୍ତି। ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ କର୍ଣ୍ଣାଟକା ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି, ଭଲ ରାସ୍ତା ହେଲେ ଯୁବକମାନେ ଏହି ରାସ୍ତାରେ ଅଧିକ […]

sadanand

sadanand

Subrat Kumar Nayak
  • Published: Thursday, 12 September 2019
  • Updated: 12 September 2019, 05:09 PM IST

Sports

Latest News

ନୂଆଦିଲ୍ଲୀ: ଭଲ ରାସ୍ତା ପାଇଁ ଘଟୁଛି ଦୁର୍ଘଟଣା। କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାର୍ଜୋଲଙ୍କ ପରେ କେନ୍ଦ୍ରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଯୁକ୍ତି ଦର୍ଶାଛନ୍ତି ଭଲ ରାସ୍ତାରେ ଏଧିକ ବେଗରେ ଗାଡ଼ି ଚଲାନ୍ତି ଏବଂ ଆସିଲିଟର ମୋଡ଼ନ୍ତି। ଫଳରେ ଦୁର୍ଘଟଣା ଘଟିଥାଏ ବୋଲି ସେ କହିଛନ୍ତି।

ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ କର୍ଣ୍ଣାଟକା ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି। ସେ କହିଛନ୍ତି, ଭଲ ରାସ୍ତା ହେଲେ ଯୁବକମାନେ ଏହି ରାସ୍ତାରେ ଅଧିକ ଗତିରେ ଗାଡ଼ି ଚଲାଇବେ। ଯେତେ ଭଲ ରାସ୍ତା ବେଗ ବଢ଼ିଚାଲିଥାଏ ବୋଲି ସେ କହିଛନ୍ତି।

ବୁଧବାର କର୍ଣ୍ଣାଟକା ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କହିଥିଲେ, ପ୍ରତିବର୍ଷ ରାଜ୍ୟରେ ୧୦ ହଜାର ସଡ଼କ ଦୁର୍ଘଟଣା ହୋଇଥାଏ। ଗଣମାଧ୍ୟମ ଦର୍ଶାଛି ଖରାପ ରାସ୍ତା ପାଇଁ ଏପରି ହେଉଛି। କିନ୍ତୁ ମୁଁ କହିବାକୁ ଚାହୁଁଛି ଏହା ଭୁଲ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story