ବିଜେପି ଛାଡ଼ିଲେ ସାଂସଦ ସାବିତ୍ରୀ, କହିଲେ ଏମିତି ସାଂଘାତିକ କଥା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ଦଳକୁ ଉତ୍ତର ପ୍ରଦେଶରୁ ଝଟ୍‌କା ଲାଗିଛି। ଉତ୍ତର ପ୍ରଦେଶରୁ ଲୋକସଭାକୁ ବିଜେପି ଟିକେଟ୍‌ରେ ନିର୍ବାଚିତ ହୋଇଥିବା ସାବିତ୍ରୀ ବାଈ ଫୁଲେ ଆଜି ପଦ୍ମକୁ ବାଏବାଏ କହିଛନ୍ତି। ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସାବିତ୍ରୀ ଦଳ ଛାଡ଼ିବା ସମ୍ପର୍କରେ ମୁହଁ ଖୋଲି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କହିଛନ୍ତି, “ଭାରତର ଟଙ୍କା କେବଳ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହେବାରେ […]

Savitri-Bai-Phule

Savitri-Bai-Phule

Hemant Lenka
  • Published: Thursday, 06 December 2018
  • Updated: 06 December 2018, 05:01 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ଦଳକୁ ଉତ୍ତର ପ୍ରଦେଶରୁ ଝଟ୍‌କା ଲାଗିଛି। ଉତ୍ତର ପ୍ରଦେଶରୁ ଲୋକସଭାକୁ ବିଜେପି ଟିକେଟ୍‌ରେ ନିର୍ବାଚିତ ହୋଇଥିବା ସାବିତ୍ରୀ ବାଈ ଫୁଲେ ଆଜି ପଦ୍ମକୁ ବାଏବାଏ କହିଛନ୍ତି।

ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ସାବିତ୍ରୀ ଦଳ ଛାଡ଼ିବା ସମ୍ପର୍କରେ ମୁହଁ ଖୋଲି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କହିଛନ୍ତି, “ଭାରତର ଟଙ୍କା କେବଳ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହେବାରେ ଲାଗିଛି।

ଏହି ଟଙ୍କା ଦେଶର ବିକାଶରେ ଲାଗି ପାରିଲେ ବହୁତ ଭଲ ହୋଇଥାଆନ୍ତା। ବିଜେପି ବର୍ତ୍ତମାନ ସମାଜରେ ଘୃଣାର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛି। ଏପରି କରି ଦଳ ସମାଜକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି। ମୁଁ ଜଣେ ସାମାଜିକ କର୍ମୀ। ମୁଁ ଦଳିତଙ୍କ ପାଇଁ କାର୍ଯ୍ୟ କରୁଛି। କିନ୍ତୁ ବିଜେପି ଦଳିତଙ୍କ ସଂରକ୍ଷଣ ପାଇଁ କୌଣସି କାମ କରୁନାହିଁ। ଏଭଳି ଦଳରେ ରହିବା ଠିକ୍‌ ନୁହେଁ।”

ସାବିତ୍ରୀ ବାଈ ବାହରାଇଚ୍‌ ନିର୍ବାଚନମଣ୍ଡଳୀରୁ ସାଂସଦ ରହିଥିଲେ। ଗତକାଲି ସେ ଭଗବାନ ହନୁମାନ ଜଣେ ଦଳିତ ଥିଲେ ବୋଲି କହି ବିବାଦ ସୃଷ୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story