ୟୁପି ମନ୍ତ୍ରୀମଣ୍ଡଳରୁ ୨ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଅନୁମତି କ୍ରମେ ରାଜ୍ୟପାଳ ରାମ ନାଏକ ଆଜି ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ସେମାନେ ହେଲେ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତି ଓ କୃଷି, ମତ୍ସ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ ରାଜ କିଶୋର ସିଂହ। ଏହି ଦୁଇ ମନ୍ତ୍ରୀଙ୍କୁ ବିଦା କରିବା ପରେ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି। ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ସମାଜ ମଙ୍ଗଳ କଲ୍ୟାଣ ମନ୍ତ୍ରୀ ରାମଗୋବିନ୍ଦ ଚୌଧୁରୀଙ୍କ ପାଖରେ […]

ram-naik

ram-naik

Rakesh Mallick
  • Published: Monday, 12 September 2016
  • Updated: 12 September 2016, 06:34 PM IST

Sports

Latest News

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଅନୁମତି କ୍ରମେ ରାଜ୍ୟପାଳ ରାମ ନାଏକ ଆଜି ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ସେମାନେ ହେଲେ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତି ଓ କୃଷି, ମତ୍ସ୍ୟ, ପଞ୍ଚାୟତିରାଜ ମନ୍ତ୍ରୀ ରାଜ କିଶୋର ସିଂହ।

ଏହି ଦୁଇ ମନ୍ତ୍ରୀଙ୍କୁ ବିଦା କରିବା ପରେ ଖଣି ବିଭାଗର ଅତିରିକ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି। ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ସମାଜ ମଙ୍ଗଳ କଲ୍ୟାଣ ମନ୍ତ୍ରୀ ରାମଗୋବିନ୍ଦ ଚୌଧୁରୀଙ୍କ ପାଖରେ ରହିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story