ପରିବା ବିକାଳିଙ୍କ ପୁଅକୁ ଟିକେଟ୍ ଦେଲା ବିଜେପି

ଲକ୍ଷ୍ନୌ: ରାଜନୀତିକ ଦଳ ଭିତରେ ଟିକେ ନିଆରା ବିଜେପି। ଦଳ ଏହାକୁ ବିଭିନ୍ନ ସମୟରେ ପ୍ରମାଣିତ କରିସାରିଛି। ଗତକାଲି ମଧ୍ୟ ଆଉଥରେ ପ୍ରମାଣିତ କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତର ପ୍ରଦେଶର ୧୦ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଜଣେ ପରିବା ବିକାଳୀଙ୍କ ପୁଅକୁ ଦଳ ଟିକେଟ୍ ଦେଇଛି। ସେ ଉତ୍ତର ପ୍ରଦେଶର ଘୋଶି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। […]

VIJAY RAJBHAR

VIJAY RAJBHAR

Subhransu Sekhar
  • Published: Monday, 30 September 2019
  • Updated: 30 September 2019, 11:46 AM IST

Sports

Latest News

ଲକ୍ଷ୍ନୌ: ରାଜନୀତିକ ଦଳ ଭିତରେ ଟିକେ ନିଆରା ବିଜେପି। ଦଳ ଏହାକୁ ବିଭିନ୍ନ ସମୟରେ ପ୍ରମାଣିତ କରିସାରିଛି। ଗତକାଲି ମଧ୍ୟ ଆଉଥରେ ପ୍ରମାଣିତ କରିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତର ପ୍ରଦେଶର ୧୦ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଜଣେ ପରିବା ବିକାଳୀଙ୍କ ପୁଅକୁ ଦଳ ଟିକେଟ୍ ଦେଇଛି। ସେ ଉତ୍ତର ପ୍ରଦେଶର ଘୋଶି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି। ତାଙ୍କ ନାମ ବିଜୟ ରାଜଭର।

ଦଳର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ରାଜଭର କହିଛନ୍ତି ମୋର ବାପା ନନ୍ଦ ଲାଲ ରାଜଭର ମୁନୁଷୀ ପୁରାରେ ପରିବା ବିକ୍ରି କରନ୍ତି। ଦଳ ତାଙ୍କ ଉପରେ ଯେଉଁ ଆଶା ରଖିଛି ଆଗାମୀ ଦିନରେ ପୂରଣ କରିବେ ବୋଲି ସେ କହିଛନ୍ତି।

ସେହିପରି ବିଧାୟକ ପ୍ରାର୍ଥୀଙ୍କ ବାପା ନନ୍ଦ ଲାଲ କହିଛନ୍ତି ବିଜେପି ତାଙ୍କ ପୁଅର ଅଗାଢ଼ ପରିଶ୍ରମର ପୁରଷ୍କାର ଦେଇଛି। ବିଜେପି ତାଙ୍କ ପୁଅକୁ ପ୍ରାର୍ଥୀ କରିଥିବାରୁ ସେ ବହୁତ ଆନନ୍ଦିତ ବୋଲି ନନ୍ଦ ଲାଲ କହିଛନ୍ତି।

ଆଗାମୀ ଦିନରେ ୧୭ ରାଜ୍ୟର ୬୪ଟି ବିଧାନସଭା ଆସନ ଏବଂ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ବିଜେପି ମୋଟ୍ ୩୨ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ୨୧ ଅକ୍ଚୋବରରେ ଏହି ଆସନଗୁଡ଼ିକରେ ମତଦାନ ହେବ। ୨୪ ଅକ୍ଟୋବର ଏହାର ଫଳାଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜଣେ ଚା ବିକାଳିର ପୁଅ। ତାଙ୍କୁ ଦଳ ଗୁଜରାଟ ମୁଖ୍ୟମନ୍ତ୍ରୀ କରିଛି। ପରେ ଦଳ ତାଙ୍କୁ ୨୦୧୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେହିପରି ଏବେର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପରିବାର ମଧ୍ୟ ବିଜେପିରେ ସାମିଲ୍ ନଥିଲେ। ପ୍ରଥମେ ସେ ଦଳର ପୋଷ୍ଚର ମାରୁଥିଲେ। ଏହାପରେ ସେ ଗୁଜରାଟର ବିଧାୟକ, ଗୃହମନ୍ତ୍ରୀ ହେବା ପରେ ଦଳର ସଭାପତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story