‘ଭିସା ଦେବାକୁ ଆମେରିକା ବେଆଇନ ଭାବେ ନେଇଛି ୩୫ କୋଟି ଡଲାର’

ବେଙ୍ଗାଲୁରୁ: ଏଚ୍‌୧-ବି ଭିସା ମାନ୍ୟତା ଦେବାକୁ ଯାଇ ୟୁଏସ ସିଟିଜେନସିପ ଇମିଗ୍ରେସନ ସର୍ଭିସ (ୟୁଏସସିଆଇଏସ) ବେଆଇନ ଭାବରେ ଫି ଆଦାୟ କରୁଛି। ଆମେରିକାର ଏକ କୋର୍ଟରେ ଏ ନେଇ ଆବେଦନ କରାଯାଇଛି। ଏହି ୟୁଏସସିଆଇଏସ ଆମେରିକାର ଆଇଟି କମ୍ପାନୀଙ୍କ ପାଖରୁ ବେଆଇନ ଭାବରେ ୩୫୦ ନିୟୁତ ଡଲାର ଆଦାୟ କରିଥିବା ଅଭିଯୋଗ ହୋଇଛି। ୧୨୫୦ ଆଇଟି କମ୍ପାନୀ ମିଶି ଆଇଟି ସର୍ଭିସ ଆଲାଏନ୍ସ ଗଢ଼ିଛନ୍ତି। ଏହି ସଂଘ ମଧ୍ୟରେ ଆଇଟେକ ୟୁଏସ, ସ୍ମାର୍ଟ ଓ୍ୱାର୍କ ଏବଂ ସାକ୍ସନ […]

h1 visa

h1 visa

Subhransu Sekhar
  • Published: Tuesday, 28 January 2020
  • Updated: 28 January 2020, 02:17 PM IST

Sports

Latest News

ବେଙ୍ଗାଲୁରୁ: ଏଚ୍‌୧-ବି ଭିସା ମାନ୍ୟତା ଦେବାକୁ ଯାଇ ୟୁଏସ ସିଟିଜେନସିପ ଇମିଗ୍ରେସନ ସର୍ଭିସ (ୟୁଏସସିଆଇଏସ) ବେଆଇନ ଭାବରେ ଫି ଆଦାୟ କରୁଛି। ଆମେରିକାର ଏକ କୋର୍ଟରେ ଏ ନେଇ ଆବେଦନ କରାଯାଇଛି। ଏହି ୟୁଏସସିଆଇଏସ ଆମେରିକାର ଆଇଟି କମ୍ପାନୀଙ୍କ ପାଖରୁ ବେଆଇନ ଭାବରେ ୩୫୦ ନିୟୁତ ଡଲାର ଆଦାୟ କରିଥିବା ଅଭିଯୋଗ ହୋଇଛି।

୧୨୫୦ ଆଇଟି କମ୍ପାନୀ ମିଶି ଆଇଟି ସର୍ଭିସ ଆଲାଏନ୍ସ ଗଢ଼ିଛନ୍ତି। ଏହି ସଂଘ ମଧ୍ୟରେ ଆଇଟେକ ୟୁଏସ, ସ୍ମାର୍ଟ ଓ୍ୱାର୍କ ଏବଂ ସାକ୍ସନ ଗ୍ଲୋବାଲ ଭଳି କମ୍ପାନୀ ରହିଛି। କୋର୍ଟରେ ଏହି ସବୁ କମ୍ପାନୀ ଏକାଠି ହୋଇ କୋର୍ଟରେ ଆବେଦନ କରି କହିଛନ୍ତି, ଏଚ୧-ବି ଭିସା ଦେବାକୁ ଯାଇ ୟୁଏସସିଆଇଏସ ବେଆଇନ ଭାବରେ ଅର୍ଥ ଆଦାୟ କରୁଛନ୍ତି। ଏବେ କୋର୍ଟ ୟୁଏସସିଆଇଏସ ଦ୍ୱାରା ଆଦାୟ କରାଯାଉଥିବା ଫି ଉପରେ ରୋକ୍ ଲଗାଇବା ଦରକାର। ଏଥିସହ ସେମାନଙ୍କ ପାଖରୁ ବେଆଇନ ଭାବରେ ଯେଉଁ ଅର୍ଥ ନିଆଯାଇଛି ସେସବୁ ଫେରସ୍ତ କରିବା ପାଇଁ ଆଇଟି କମ୍ପାନୀମାନେ କୋର୍ଟରେ ଆବେଦନ କରିଛନ୍ତି।

ଏଚ୧-ବି ଭିସା ମାନ୍ୟତା ପାଇଁ ଜାନୁଆରୀ ୧୭, ୨୦୧୪ରୁ ଡିସେମ୍ୱର ୧୮, ୨୦୧୫ ଯାଏ ୨,୦୦୦ ଡଲାର ଦେବାକୁ ପଡ଼ୁଥିଲା। କିନ୍ତୁ ଡିସେମ୍ୱର ୧୮, ୨୦୧୫ ପରଠୁଁ ଏଥିପାଇଁ ୪,୦୦୦ ଡଲାର ଦେବାକୁ ପଡ଼ୁଛି ବୋଲି ଆବେଦନକାରୀ କହିଛନ୍ତି। ଭିସାର ମାନ୍ୟତା ପାଇଁ ଅଧିକ ଫି ଦେବା ଫଳରେ କମ୍ପାନୀମାନେ ଆର୍ଥିକ ବୋଝର ଶିକାର ହେଉଛନ୍ତି ବୋଲି ଆବେଦନକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story