ବିଦେଶୀ ଶିକ୍ଷାର୍ଥୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେବନି ଆମେରିକା, ରହିଛି ଏମିତି ସର୍ତ୍ତ

ୱାଶିଂଟନ: ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନୂଆ କଟକଣା ଲଗାଇଛି ଆମେରିକା। ପୂର୍ବରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ କରୋନା ସଙ୍କଟ ବେଳେ ନିଜର ଦେଶକୁ ଚାଲିଯିବାକୁ କହିଥିବା ଆମେରିକା ଏବେ ଆଉ ନିୟମ ପ୍ରଣୟନ କରିଛି। ଯେଉଁ ଶିକ୍ଷାର୍ଥୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ କେବଳ ଅନଲାଇନରେ ହେଉଥିବ, ସେମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ କୌଣସି ପ୍ରକାରର ଅନୁମତି ମିଳିବ ନାହିଁ। ଏହାପୂର୍ବରୁ ଆମେରିକାରେ ରହି ଅନଲାଇନରେ ପାଠପଢ଼ୁଥିବା ଶିକ୍ଷାର୍ଥୀଙ୍କୁ ସ୍ୱଦେଶ ପଠାଇବାକୁ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିଲା। ଏବେ ଇମିଗ୍ରେସନ […]

di

di

Hemant Lenka
  • Published: Saturday, 25 July 2020
  • Updated: 25 July 2020, 01:02 PM IST

Sports

Latest News

ୱାଶିଂଟନ: ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନୂଆ କଟକଣା ଲଗାଇଛି ଆମେରିକା। ପୂର୍ବରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ କରୋନା ସଙ୍କଟ ବେଳେ ନିଜର ଦେଶକୁ ଚାଲିଯିବାକୁ କହିଥିବା ଆମେରିକା ଏବେ ଆଉ ନିୟମ ପ୍ରଣୟନ କରିଛି।

ଯେଉଁ ଶିକ୍ଷାର୍ଥୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ କେବଳ ଅନଲାଇନରେ ହେଉଥିବ, ସେମାନଙ୍କୁ ଆମେରିକାରେ ପ୍ରବେଶ ପାଇଁ କୌଣସି ପ୍ରକାରର ଅନୁମତି ମିଳିବ ନାହିଁ। ଏହାପୂର୍ବରୁ ଆମେରିକାରେ ରହି ଅନଲାଇନରେ ପାଠପଢ଼ୁଥିବା ଶିକ୍ଷାର୍ଥୀଙ୍କୁ ସ୍ୱଦେଶ ପଠାଇବାକୁ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିଲା।

ଏବେ ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ ପକ୍ଷରୁ ନୂଆ ନିୟମ ସମ୍ପର୍କରେ କୁହାଯାଇଛି। ଆମେରିକାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି ବଢ଼ୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେରିକା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story