ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଉତ୍ତରାଖଣ୍ଡ ମାମଲାର ଶୁଣାଣି କରି ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୯ରେ ବିଧାନସଭାରେ ହେବାକୁ ଥିବା ବହୁମତ ପରୀକ୍ଷା କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୩ରେ କରାଯିବ ବୋଲି କୋର୍ଟ କହିଛନ୍ତି। କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, “ଧାରା ୧୭୫(୨) ଆଧାରରେ ରାଜ୍ୟପାଳ ବହୁମତ ସାବ୍ୟସ୍ତ କରିବା ବନ୍ଦ କରିବାକୁ କହିଥିଲେ କି? ରାଜ୍ୟପାଳଙ୍କର […]

sc

sc

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:05 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଉତ୍ତରାଖଣ୍ଡ ମାମଲାର ଶୁଣାଣି କରି ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୯ରେ ବିଧାନସଭାରେ ହେବାକୁ ଥିବା ବହୁମତ ପରୀକ୍ଷା କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୩ରେ କରାଯିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, “ଧାରା ୧୭୫(୨) ଆଧାରରେ ରାଜ୍ୟପାଳ ବହୁମତ ସାବ୍ୟସ୍ତ କରିବା ବନ୍ଦ କରିବାକୁ କହିଥିଲେ କି? ରାଜ୍ୟପାଳଙ୍କର ଏପରି କରିବାର କ୍ଷମତା ଅଛି କି?”

ରାଜ୍ୟ ବିଧାନସଭାର ୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷାଣା କରାଯିବା ଉପରେ କୋର୍ଟ ପଚାରିଛନ୍ତି, ଏପରି କରାଯିବା କ’ଣ ଠିକ୍?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story