ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ:ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ବଳବତ୍ତର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ହଟାଇବା ନେଇ ଗତକାଲି ନୈନିତାଲ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ରୋକ୍ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ ଉତ୍ତରାଖଣ୍ଡରେ ପୁଣି ରାଷ୍ଟ୍ରପତି ଶାସନ ବଳବତ୍ତର ରହିଛି। ଆସନ୍ତା ୨୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ପରବର୍ତ୍ତୀ ଶୁଣାଣି କରିବେ। ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ରଦ୍ଦ କରିବା ନେଇ ନୈନିତାଲ ହାଇକୋର୍ଟ ଗତକାଲି ଦେଇଥିବା ରାୟ ବିରୋଧରେ ଆଜି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର। ସୁପ୍ରିମ୍‌କୋର୍ଟର ଏକ ଦୁଇ ଜଣିଆ […]

supreme-court

supreme-court

Rakesh Mallick
  • Published: Friday, 22 April 2016
  • Updated: 22 April 2016, 12:33 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ହଟାଇବା ନେଇ ଗତକାଲି ନୈନିତାଲ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ରୋକ୍ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ ଉତ୍ତରାଖଣ୍ଡରେ ପୁଣି ରାଷ୍ଟ୍ରପତି ଶାସନ ବଳବତ୍ତର ରହିଛି। ଆସନ୍ତା ୨୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ପରବର୍ତ୍ତୀ ଶୁଣାଣି କରିବେ।

ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ରଦ୍ଦ କରିବା ନେଇ ନୈନିତାଲ ହାଇକୋର୍ଟ ଗତକାଲି ଦେଇଥିବା ରାୟ ବିରୋଧରେ ଆଜି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର। ସୁପ୍ରିମ୍‌କୋର୍ଟର ଏକ ଦୁଇ ଜଣିଆ ଜଜ୍‌ଙ୍କ ବେଞ୍ଚରେ ଏହି ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।

ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ହଟାଇବାକୁ ଗତକାଲି ନୈନିତାଲ୍ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଏପ୍ରିଲ୍ ୨୯ ତାରିଖରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଂଗ୍ରେସର ୯ ଜଣ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଠିକ୍ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story