ଉତ୍ତରାଖଣ୍ଡରେ ହରୀଶ ରାୱତଙ୍କ ବାଜିମାତ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅସ୍ଥା ଭୋଟରେ ହରୀଶ ରାୱତ ବିଜୟ ଲାଭ କରିଛନ୍ତି। ଆସ୍ଥା ଭୋଟରେ ସେ ଜିତିଥିବା ନେଇ ଆଜି ଆଟର୍ଣ୍ଣି ଜେନେରାଲ୍ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିସହ ଶୀଘ୍ର ଉତ୍ତରାଖଣ୍ଡରୁ  ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବ ବୋଲି ମଧ୍ୟ କୋର୍ଟଙ୍କୁ ସେ ଜଣାଇଛନ୍ତି। ଫଳରେ  ପୁଣି ଥରେ ହରୀଶ ରାୱତ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ। ଗତକାଲି ହୋଇଥିବା ଆସ୍ଥା ଭୋଟରେ ୩୩ ଜଣ ବିଧାୟକ ହରିଶ ରାୱତଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ବିରୋଧରେ ୨୮ଟି […]

harish1

harish1

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 09:12 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅସ୍ଥା ଭୋଟରେ ହରୀଶ ରାୱତ ବିଜୟ ଲାଭ କରିଛନ୍ତି। ଆସ୍ଥା ଭୋଟରେ ସେ ଜିତିଥିବା ନେଇ ଆଜି ଆଟର୍ଣ୍ଣି ଜେନେରାଲ୍ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିସହ ଶୀଘ୍ର ଉତ୍ତରାଖଣ୍ଡରୁ  ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ହେବ ବୋଲି ମଧ୍ୟ କୋର୍ଟଙ୍କୁ ସେ ଜଣାଇଛନ୍ତି। ଫଳରେ  ପୁଣି ଥରେ ହରୀଶ ରାୱତ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ।

ଗତକାଲି ହୋଇଥିବା ଆସ୍ଥା ଭୋଟରେ ୩୩ ଜଣ ବିଧାୟକ ହରିଶ ରାୱତଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ବିରୋଧରେ ୨୮ଟି ଭୋଟ ପଡିଥିଲା।୭୦ ଆସନ ବିଶିଷ୍ଟ ବିଧାନସଭାରୁ ୯ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ୬୧ ଜଣ ସଦସ୍ୟ ଗତକାଲି ଭୋଟରେ ଅଂଶଗ୍ରହଣ କରିଥିଲେ।  ଆବଶ୍ୟକ ହେଉଥିବା ସଂଖ୍ୟାଠାରୁ ଅଧିକ ୨ ଜଣ ବିଧାୟକଙ୍କ ସମର୍ଥନ ପାଇଥିଲେ ହରିଶ।

 ଗତ ମାର୍ଚ୍ଚ ୨୭ ତାରିଖରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲା କେନ୍ଦ୍ର। ଏହାକୁ ଚାଲେଞ୍ଜ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ହରିଶ ରାୱତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story