ଉତ୍ତରାଖଣ୍ଡରେ ‘କେଦାରନାଥ’ ଫିଲ୍ମ ବ୍ୟାନ୍‌

ଡେରାଡୁନ୍‌: ବଲିଉଡ୍‌ ସିନେମା ‘କେଦାରନାଥ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ ଦିଆଯାଉଥିବାରୁ ଏହାକୁ ଉତ୍ତରାଖଣ୍ଡରେ ରିଲିଜ୍‌ କରାଇ ଦିଆଯିବ ନାହିଁ ବୋଲି ଆଜି ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁଶାନ୍ତ ସିଂହ ଓ ସାରା ଅଲୀ ଖାନ୍‌ଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଆଜି ସମଗ୍ର ଭାରତରେ ରିଲିଜ୍‌ ହୋଇଛି। କିନ୍ତୁ ଉତ୍ତରାଖଣ୍ଡରେ ପ୍ରବଳ ବିରୋଧ ଯୋଗୁ ଫିଲ୍ମଟି ସେଠାରେ ମୁକ୍ତିଲାଭ କରିପାରିନାହିଁ। ଫିଲ୍ମକୁ […]

f

f

Hemant Lenka
  • Published: Friday, 07 December 2018
  • Updated: 07 December 2018, 04:54 PM IST

Sports

Latest News

ଡେରାଡୁନ୍‌: ବଲିଉଡ୍‌ ସିନେମା 'କେଦାରନାଥ'କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ ଦିଆଯାଉଥିବାରୁ ଏହାକୁ ଉତ୍ତରାଖଣ୍ଡରେ ରିଲିଜ୍‌ କରାଇ ଦିଆଯିବ ନାହିଁ ବୋଲି ଆଜି ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୁଶାନ୍ତ ସିଂହ ଓ ସାରା ଅଲୀ ଖାନ୍‌ଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଆଜି ସମଗ୍ର ଭାରତରେ ରିଲିଜ୍‌ ହୋଇଛି। କିନ୍ତୁ ଉତ୍ତରାଖଣ୍ଡରେ ପ୍ରବଳ ବିରୋଧ ଯୋଗୁ ଫିଲ୍ମଟି ସେଠାରେ ମୁକ୍ତିଲାଭ କରିପାରିନାହିଁ।

ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହେବାରୁ ଉତ୍ତରାଖଣ୍ଡ ସରକାର ପର୍ଯ୍ୟଟନ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୪ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ଫିଲ୍ମଟିର ସମୀକ୍ଷା କରିଥିଲା। ଗତକାଲି କମିଟି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ଭେଟିବା ପରେ ଫିଲ୍ମ ସମ୍ପର୍କରେ ନିଷ୍ପତ୍ତି ସରକାର ନୁହେଁ, ବରଂ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ନେବେ ବୋଲି ଅବଗତ କରାଇଥିଲା।

ଏହି ଫିଲ୍ମାରେ 'କେଦାରନାଥ' ଶବ୍ଦର ବ୍ୟବହାର ହୋଇଛି। କେଦାରନାଥଜୀଙ୍କୁ ସମସ୍ତେ ପୂଜା କରୁଛନ୍ତି। କିନ୍ତୁ ଏହି ଫିଲ୍ମରେ ଦୁଇଟି ଭିନ୍ନ ସଂପ୍ରଦାୟର ଲୋକଙ୍କ ଭିତରେ ପ୍ରେମ ସମ୍ପର୍କକୁ ଚିତ୍ରଣ କରାଯାଇଛି। ଲୋକମାନେ ମୋକ୍ଷ ପାଇବାକୁ କେଦାରନାଥ ଆସୁଛନ୍ତି। କିନ୍ତୁ ତାଙ୍କ ନାଁକୁ ଭୁଲ କାମ ପାଇଁ ବ୍ୟବହାର କରିବା ଆଦୌ ଗ୍ରହଣୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story