ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁ ୭୦% ଆୟତ୍ତ

ଡେରାଡୁନ୍‌: ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁର ପ୍ରାୟ ୭୦ ପ୍ରତିଶତ ଆୟତ୍ତ କରାଯାଇଛି। ଜଙ୍ଗଲର ୪୨୭ଟି ସ୍ଥାନରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଲିଭା ଯାଇଥିବା ଏନ୍‌ଡିଆର୍‌ଏଫ୍‌ ସୂଚନା ଦେଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଲାଗି ସ୍ଥଳସେନା, ବାୟୁସେନା, ଏନ୍‌ଡିଆର୍‌ଏଫ୍‌ର  ୩ଟି ଟିମ୍‌ ଓ ରାଜ୍ୟ ପୋଲିସ୍ ସହ ୬ ହଜାର ଅଗ୍ନିଶମ କର୍ମଚାରୀ  ୨୪ ଘଣ୍ଟା  କାମରେ ଲାଗିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଉତ୍ତରାଖଣ୍ଡର ଭିମଟାଲ୍‌ ହ୍ରଦରୁ ପାଣି ଆଣିବା ଲାଗି ବାୟୁସେନାର M-17 […]

UTTARAKHANd

UTTARAKHANd

Rakesh Mallick
  • Published: Monday, 02 May 2016
  • Updated: 02 May 2016, 09:02 AM IST

Sports

Latest News

ଡେରାଡୁନ୍‌: ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଥିବା ନିଆଁର ପ୍ରାୟ ୭୦ ପ୍ରତିଶତ ଆୟତ୍ତ କରାଯାଇଛି। ଜଙ୍ଗଲର ୪୨୭ଟି ସ୍ଥାନରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଲିଭା ଯାଇଥିବା ଏନ୍‌ଡିଆର୍‌ଏଫ୍‌ ସୂଚନା ଦେଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଲାଗି ସ୍ଥଳସେନା, ବାୟୁସେନା, ଏନ୍‌ଡିଆର୍‌ଏଫ୍‌ର  ୩ଟି ଟିମ୍‌ ଓ ରାଜ୍ୟ ପୋଲିସ୍ ସହ ୬ ହଜାର ଅଗ୍ନିଶମ କର୍ମଚାରୀ  ୨୪ ଘଣ୍ଟା  କାମରେ ଲାଗିଛନ୍ତି।

ନିଆଁକୁ ଆୟତ୍ତ କରିବାକୁ ଉତ୍ତରାଖଣ୍ଡର ଭିମଟାଲ୍‌ ହ୍ରଦରୁ ପାଣି ଆଣିବା ଲାଗି ବାୟୁସେନାର M-17 ବିମାନକୁ ନିୟୋଜିତ କରାଯାଇଛି। ନିଆଁ ଲାଗିଥିବା ଅଞ୍ଚଳରେ ହେଲିକପ୍ଟର ମାଧ୍ୟମରେ ପାଣି ସିଞ୍ଚନ କରାଯାଉଛି।

ଏହି ଘଟଣା ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବା ସହ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିଛନ୍ତି।

 ଜଙ୍ଗଲ ନିଆଁକୁ ଲିଭାଇବା ଲାଗି ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୫କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର୍ ସୂଚନା ଦେଇଛନ୍ତି। ଉତ୍ତରାଖଣ୍ଡରେ ଗତ ୩ ମାସ ଧରି ଲାଗିଥିବା ନିଆଁରେ ପ୍ରାୟ ୩ ହଜାର ଏକ ଜଙ୍ଗଲ ନଷ୍ଟ ହୋଇଥିବା ଆକଳନ କରାଯାଉଛି।

ପଡ଼ୋଶୀ ରାଜ୍ୟ ଜମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶରୁ ଉପଗ୍ରହ ମାଧ୍ୟମରେ ନିଆଯାଇଥିବା ଫଟୋରୁ ଗତ ଶନିବାର ସୁଦ୍ଧା ୧୩୦୦ ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story