ଆମିଷାଶୀଙ୍କ ତୁଳନାରେ ଅଧିକ ଯୌନ କ୍ଷମତା ରଖିଥାନ୍ତି ନିରାମିଷାଶୀ: ସର୍ଭେ

ନୂଆଦିଲ୍ଲୀ: ନିରାମିଷାଶୀମାନେ ସାଧାରଣତଃ କମ୍‌ ଓଜନର ହୋଇଥା’ନ୍ତି ଏବଂ ତୁଳନାତ୍ମକ ଭାବେ ଅଧିକ ସୁସ୍ଥ ହୋଇଥା’ନ୍ତି ବୋଲି ଏକ ଧାରଣା ରହିଆସିଛି। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ସେମାନେ ଅଧିକ ରୋମାଣ୍ଟିକ୍‌ ଏବଂ ଅଧିକ ଯୌନ କ୍ଷମତା ମଧ୍ୟ ରଖିଥା’ନ୍ତି। କେବଳ ସେତିକି ନୁହେଁ ଏହି ସର୍ଭେରୁ ଜଣାଯାଇଛି, ଆମିଶାଷୀମାନେ ଯୌନ ଜୀବନକୁ ନେଇ ଅସନ୍ତୁଷ୍ଟ ରହିଥା’ନ୍ତି। ବ୍ରିଟେନ୍‌ର ହକ୍‌ନାଲ ଡିସପାଚ୍‌ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ୫୭% ନିରାମିଶାଷୀ କହିଛନ୍ତି ସେମାନେ ସପ୍ତାହକୁ ୩ରୁ ୪ ଥର […]

Veg

Veg

Subrat Kumar Nayak
  • Published: Monday, 02 March 2020
  • Updated: 02 March 2020, 05:13 PM IST

Sports

Latest News

ନୂଆଦିଲ୍ଲୀ: ନିରାମିଷାଶୀମାନେ ସାଧାରଣତଃ କମ୍‌ ଓଜନର ହୋଇଥା’ନ୍ତି ଏବଂ ତୁଳନାତ୍ମକ ଭାବେ ଅଧିକ ସୁସ୍ଥ ହୋଇଥା’ନ୍ତି ବୋଲି ଏକ ଧାରଣା ରହିଆସିଛି। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ସେମାନେ ଅଧିକ ରୋମାଣ୍ଟିକ୍‌ ଏବଂ ଅଧିକ ଯୌନ କ୍ଷମତା ମଧ୍ୟ ରଖିଥା’ନ୍ତି। କେବଳ ସେତିକି ନୁହେଁ ଏହି ସର୍ଭେରୁ ଜଣାଯାଇଛି, ଆମିଶାଷୀମାନେ ଯୌନ ଜୀବନକୁ ନେଇ ଅସନ୍ତୁଷ୍ଟ ରହିଥା’ନ୍ତି। ବ୍ରିଟେନ୍‌ର ହକ୍‌ନାଲ ଡିସପାଚ୍‌ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

୫୭% ନିରାମିଶାଷୀ କହିଛନ୍ତି ସେମାନେ ସପ୍ତାହକୁ ୩ରୁ ୪ ଥର ସମ୍ପର୍କ ରଖିଥା’ନ୍ତି। କିନ୍ତୁ ୪୯% ଆମିଶାଷୀଙ୍କ କହିବା ଅନୁଯାୟୀ, ସେମାନେ ସପ୍ତାହକୁ ଥରେ ବା ଦୁଇଥର ସମ୍ପର୍କ ରଖିଥା’ନ୍ତି। ଅନ୍ୟପକ୍ଷରେ ୮୪% ନିରାମିଶାଷୀ ସେମାନଙ୍କ ଯୌନ ଜୀବନକୁ ନେଇ ସନ୍ତୁଷ୍ଟ ଥିବାବେଳେ ମାତ୍ର ୫୯% ଆମିଶାଷୀ ସେମାନଙ୍କ ଯୌନ ଜୀବନକୁ ନେଇ ସନ୍ତୁଷ୍ଟ। ଏନେଇ ବ୍ରିଟେନ୍‌ର ପରକୀୟା ପ୍ରୀତି ଭିତ୍ତିକ ୱେବସାଇଟ୍‌ IllicitEncounters.com ଏକ ସର୍ଭେ କରିଥିଲା।

ଏଥିରେ କୁହାଯାଇଛି, ନିରାମିଶାଷୀଙ୍କ ଖାଦ୍ୟ ମଧ୍ୟେ ଏଭଳି କିଛି ସ୍ଥାନ ପାଇଥାଏ ଯାହାକୁ ଯୌନେଚ୍ଛା ବୃଦ୍ଧି ପାଇଁ ସହାୟକ ହୁଏ। ଐହି ସର୍ଭେରେ ଭାଗ ନେଇଥିବା ନିରାମିଶାଷୀଙ୍କ ମଧ୍ୟରୁ ୯୫% ଲୋକ ଯୌନ ସମ୍ପର୍କକୁ ନେଇ ସନ୍ତୁଷ୍ଟ ଥିବା କହିଥିଲେ।

ଏମାନଙ୍କ ମଧ୍ୟରୁ ୮୮% ଲୋକ ଫୋର ପ୍ଲେରେ, ୪୮% ଲୋକ ଅଶ୍ଲୀଳ କଥା ହେବାକୁ ପସନ୍ଦ କରିଥା’ନ୍ତି। ଏହା ଆମିଶାଷୀଙ୍କ କ୍ଷେତ୍ରରେ ଯଥାକ୍ରମେ ୬୮% ଏବଂ ୩୫%। ୩୯ ବର୍ଷ ବୟସ୍କ ଜଣେ ବ୍ୟକ୍ତି କହିଛନ୍ତି, ମୁଁ ବର୍ତ୍ତମାନ ଉଦ୍ଭିଦଜାତ ସମ୍ପନ୍ଧିତ ଖାଦ୍ୟ ଖାଉଛି। ଏଗୁଡ଼ିକରେ ଜିଙ୍କ୍‌ ଏବଂ ଭିଟାମିନ୍‌ ବି ଆଦି ଥିବାରୁ ଏହା ବେଶ ସହାୟକ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story