ଜାତୀୟ ରାଜପଥ ଡିଭାଇଡର ଡେଇଁଲା ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୋଟିଏ ଜଙ୍ଗଲୀ ବାଘ ଜାତୀୟ ରାଜପଥ ଅତିକ୍ରମ କରିବା ଓ ଡିଭାଇଡର ଡେଇଁବା ବେଳର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ପେଞ୍ଚ ଅଭୟାରଣ୍ୟ ନିକଟରେ ଥିବା ଜାତୀୟ ରାଜପଥ ୭କୁ ଗୋଟିଏ ବାଘ ଅତିକ୍ରମ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଚୋରବାହୁଲୀ ନିକଟରେ ଏହି ଶୁଟିଂ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଘଟି ଜାତୀୟ ରାଜପଥ ଅତିକ୍ରମ କରିବା ପାଇଁ ଢେର ସମୟ ଧରି ଅପେକ୍ଷା କରିଥିଲା। […]

rt

rt

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 04:38 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ଜଙ୍ଗଲୀ ବାଘ ଜାତୀୟ ରାଜପଥ ଅତିକ୍ରମ କରିବା ଓ ଡିଭାଇଡର ଡେଇଁବା ବେଳର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ପେଞ୍ଚ ଅଭୟାରଣ୍ୟ ନିକଟରେ ଥିବା ଜାତୀୟ ରାଜପଥ ୭କୁ ଗୋଟିଏ ବାଘ ଅତିକ୍ରମ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଚୋରବାହୁଲୀ ନିକଟରେ ଏହି ଶୁଟିଂ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାଘଟି ଜାତୀୟ ରାଜପଥ ଅତିକ୍ରମ କରିବା ପାଇଁ ଢେର ସମୟ ଧରି ଅପେକ୍ଷା କରିଥିଲା। ଉପଯୁକ୍ତ ସୁଯୋଗ ପାଇବା ପରେ ଯାଇ ଡିବାଇଡର୍ର ଡେଇଁ ରାସ୍ତା ଆରପଟକୁ ଯାଇଥିଲା।

ଦେଖନ୍ତୁ ଭିଡିଓ
https://twitter.com/i/status/1148543291547193346

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story