ଗୋମାଂସ ଭୋଜିକୁ ନେଇ ଆଇଆଇଟି ମାଡ୍ରାସରେ ହିଂସା; ମାଡ଼ ମାରି ଆୟୋଜକଙ୍କ ଆଖି ଫଟାଇ ଦେଲେ

ଚେନ୍ନାଇ: ଗାଈର କିଣାବିକା ଉପରେ ରୋକ ଲଗାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ଆଇଆଇଟି ମାଡ୍ରାସରେ ଗୋମାଂସ ଭୋଜିର ଆୟୋଜନ କରିଥିବା ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ପିଏଚ୍‌ଡି ଛାତ୍ର ସୂରଜ ଆର. ଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। ରବିବାର ଦିନ ଆଇଆଇଟି ମାଡ୍ରାସରେ ପ୍ରାୟ ୮୦ ଛାତ୍ର କ୍ୟାମ୍ପସ୍‌ ପରିସରରେ ‘ବିଫ୍ ଫେଷ୍ଟ୍‌’ ବା ‘ଗୋମାଂସ ଭୋଜି’ର ଆୟୋଜନ କରିଥିଲେ। ଏହି ଛାତ୍ରମାନେ ଯୁକ୍ତି କରିଥିଲେ ଯେ ସରକାର ଲୋକଙ୍କର […]

iit

iit

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 08:24 AM IST

Sports

Latest News

ଚେନ୍ନାଇ: ଗାଈର କିଣାବିକା ଉପରେ ରୋକ ଲଗାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ଆଇଆଇଟି ମାଡ୍ରାସରେ ଗୋମାଂସ ଭୋଜିର ଆୟୋଜନ କରିଥିବା ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ପିଏଚ୍‌ଡି ଛାତ୍ର ସୂରଜ ଆର. ଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି।

ରବିବାର ଦିନ ଆଇଆଇଟି ମାଡ୍ରାସରେ ପ୍ରାୟ ୮୦ ଛାତ୍ର କ୍ୟାମ୍ପସ୍‌ ପରିସରରେ ‘ବିଫ୍ ଫେଷ୍ଟ୍‌’ ବା ‘ଗୋମାଂସ ଭୋଜି’ର ଆୟୋଜନ କରିଥିଲେ। ଏହି ଛାତ୍ରମାନେ ଯୁକ୍ତି କରିଥିଲେ ଯେ ସରକାର ଲୋକଙ୍କର ଖାଇବାର ସ୍ୱାଧୀନତା ଛଡ଼ାଇ ନେଉଛନ୍ତି। ଗୋ ହାଟରେ କିଣାବିକା ଉପରେ ରୋକ ଲଗାଇବା ନେଇ ସରକାରଙ୍କ ନିଷ୍ପତ୍ତି ଗୋମାଂସ ଉପରେ କଟକଣା ଲଗାଇବା ଦିଗରେ ଏକ ପଦକ୍ଷେପ ବୋଲି ସେମାନେ କହିଛନ୍ତି। ତେବେ ସୂରଜଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଥାନାରେ ଅଭିଯୋଗ ହୋଇନାହିଁ।

କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ କହିଛନ୍ତି ଯେ ‘ବିଫ୍ ଫେଷ୍ଟ୍‌’ ଆୟୋଜନ କରି ଦେଶର ସୌହାର୍ଦପୂର୍ଣ୍ଣ ବାତାବରଣକୁ ବିଗାଡ଼ିବାକୁ ଓ ଲୋକଙ୍କୁ ଉସୁକାଇବାକୁ ଉଦ୍ୟମ କରାଯାଉଛି। ରାଜ୍ୟ ସରକାର ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଦକ୍ଷିଣ ଭାରତର  ଅନେକ ସ୍ଥାନରେ ବିରୋଧ କରାଯାଉଛି।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story