୨୩ ପରିବର୍ତ୍ତେ ୨୪ରେ ପ୍ରକାଶ ପାଇପାରେ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି। ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ […]

evm

evm

Subhransu Sekhar
  • Published: Wednesday, 08 May 2019
  • Updated: 08 May 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି।

ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ ଲାଗିବ ବୋଲି ଇସି ପକ୍ଷରୁ ସୂଚନା ମିଳିଛି। ତେଣୁ ସମ୍ପୂର୍ଣ୍ଣ ଫଳାଫଳ ପାଇଁ ୨୩ ପରିବର୍ତ୍ତେ ୨୪ ତାରିଖ ହୋଇପାରେ ବୋଲି ସୂଚନା ରହିଛି।

ଗତକାଲି ଏହି ପ୍ରସଙ୍ଗରେ ବିରୋଧୀ ଇଭିଏମ ସହ ଭିଭିପ୍ୟାଟର ୫୦ ପ୍ରତିଶତ ଭୋଟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପରେ ଏହାକୁ ସର୍ବନିମ୍ନ ୨୫ ପ୍ରତିଶତ ଭୋଟ ମିଳାଇବା ପାଇଁ ଆବେଦନ କରିଥଲେ ତେଲୁଗୁ ଦେଶମ ପାର୍ଟି ନେତୃତ୍ୱାଧୀନ ୨୧ ବିରୋଧୀ ଦଳ। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story