ମମତାଙ୍କ ପଣ ପଶ୍ଚିମବଙ୍ଗ ହେବନି ଗୁଜରାଟ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ଟିଏମସି-ବିଜେପି ମଇଦାନକୁ ଓହ୍ଲଇ ସିଟ୍ କିଏ କେତେ ଅକ୍ତିଆର କରିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଗସ୍ତ ବେଳେ ଅମିତ ଶାହ କହିଥିଲେ ଦିଦିଙ୍କ ଶାସନରେ କିଭଳି ଅପରାଧ ବଢ଼ିଛି। ଏକ ଜନସଭାକୁ ସମ୍ୱୋଧନ କରିବା ଅବସରରେ ଶାହ କହିଥିଲେ। ଯେଉଁ ମଞ୍ଚରେ ମମତା ଏବଂ ଅନ୍ୟାନ୍ୟ ଦଳକୁ ବାଏ ବାଏ କହି ଆସିଥିବା ନେତା ବିଜେପିରେ ସାମିଲ୍ ହୋଇଥିଲେ। […]

MAMATA BANERJEE

MAMATA BANERJEE

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 09:23 PM IST

Sports

Latest News

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ଟିଏମସି-ବିଜେପି ମଇଦାନକୁ ଓହ୍ଲଇ ସିଟ୍ କିଏ କେତେ ଅକ୍ତିଆର କରିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଗସ୍ତ ବେଳେ ଅମିତ ଶାହ କହିଥିଲେ ଦିଦିଙ୍କ ଶାସନରେ କିଭଳି ଅପରାଧ ବଢ଼ିଛି। ଏକ ଜନସଭାକୁ ସମ୍ୱୋଧନ କରିବା ଅବସରରେ ଶାହ କହିଥିଲେ। ଯେଉଁ ମଞ୍ଚରେ ମମତା ଏବଂ ଅନ୍ୟାନ୍ୟ ଦଳକୁ ବାଏ ବାଏ କହି ଆସିଥିବା ନେତା ବିଜେପିରେ ସାମିଲ୍ ହୋଇଥିଲେ। ତେବେ ଶାହ ଅପରାଧିକ ମାମଲାର ତଥ୍ୟ ନରଖି ଉଡ଼ା କଥା କହିଛନ୍ତି ବୋଲି ମମତା କହିଛନ୍ତି।

ଏବେ ମମତା ବାନାର୍ଜୀ ପୁଣି ଥରେ ବିଜେପିକୁ କାଉଣ୍ଟର କରି ଶାହ ଏବଂ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ବାଣ ମାରିଛନ୍ତି। ସେ ଥିବା ଯାଏ ଗୁଜରାଟକୁ ବଙ୍ଗଳା ହେବାକୁ ଦେବେନି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଦେଶର ଜିଡିପି ତୁଳନାରେ ପଶ୍ଚିମବଙ୍ଗର ଜିଡିପି ଅଭିବୃଦ୍ଧି ଭଲ ରହିଛି ବୋଲି ମମତା ଏହାର ଗୋଟିଏ ଦିନ ପୂର୍ବରୁ କହି ବିଜେପିର କେନ୍ଦ୍ର ନେତାଙ୍କୁ ତାତ୍ସଲ୍ୟ କରିଥିଲେ। ଏହା ସହିତ ତାଙ୍କ ରାଜ୍ୟରେ ଦୁଷ୍କର୍ମ ମାମଲାରେ କମିଛି। କ୍ଷମତା ହାସଲ ପାଇଁ ବିଜେପି ଯେକୌଣସି ସ୍ତରକୁ ଓହ୍ଲାଇ ପାରେ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story