‘ଏମଏସପି ଆଇନରେ ପରିଣତ ହେବାର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ: ନୃଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ତିନି ଆଇନକୁ ରଦ୍ଦ କରିବା ସହିତ ଅନେକ ଦାବି କରିଛନ୍ତି ବିରୋଧୀ ଏବଂ ଆନ୍ଦୋଳନରତ ଚାଷୀ ସଂଗଠନ। ଏମଏସପିକୁ ଆଇନରେ ପରିଣତ କରିବା ପାଇଁ ହେଉଛି ଚାଷୀ ଏବଂ ବିରୋଧୀଙ୍କ ଅନ୍ୟତମ ଦାବି। ହେଲେ କେନ୍ଦ୍ର ସରକାର ଏହାକୁ ନେଇ ରାଜି ହେଉ ନାହାନ୍ତି। କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲ କହିଛନ୍ତି, ଏମ୍ ଏସ ସ୍ୱାମୀ ନାଥନ […]

msp

msp

Subhransu Sekhar
  • Published: Wednesday, 16 December 2020
  • Updated: 16 December 2020, 10:54 AM IST

ନୂଆଦିଲ୍ଲୀ: ନୃଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ତିନି ଆଇନକୁ ରଦ୍ଦ କରିବା ସହିତ ଅନେକ ଦାବି କରିଛନ୍ତି ବିରୋଧୀ ଏବଂ ଆନ୍ଦୋଳନରତ ଚାଷୀ ସଂଗଠନ। ଏମଏସପିକୁ ଆଇନରେ ପରିଣତ କରିବା ପାଇଁ ହେଉଛି ଚାଷୀ ଏବଂ ବିରୋଧୀଙ୍କ ଅନ୍ୟତମ ଦାବି। ହେଲେ କେନ୍ଦ୍ର ସରକାର ଏହାକୁ ନେଇ ରାଜି ହେଉ ନାହାନ୍ତି।

କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲ କହିଛନ୍ତି, ଏମ୍ ଏସ ସ୍ୱାମୀ ନାଥନ କମିଟିର ରିପୋର୍ଟକୁ ଲାଗୁ କରିବା ପାଇଁ କଂଗ୍ରେସ ଦାବି କରୁଛି। ହେଲେ ନିଜେ ୧୦ବର୍ଷ ହେବ ରିପୋର୍ଟକୁ ଚାପି ରଖିଥିଲା। ଫ୍ରି ମାର୍କେଟକୁ ସରକାର ନିୟନ୍ତ୍ରଣ କରିବା ଠିକ୍ ନୁହେଁ। ଯଦି ସରକାର ଏମଏସପିକୁ ଆଇନରେ ପରିଣତ କରି ଫସଲର ଦାମ ନିର୍ଦ୍ଦାରଣ କରିବେ ତାହେଲେ ଚାଷୀଙ୍କର ଲାଭ ହେବନି। ଫ୍ରି ମାର୍କେଟରେ ଚାଷୀ ନିଜ ଫସଲର ଦାମ ସ୍ଥିର କରିଲେ ସେମାନେ ଅଧିକ ଲାଭ ପାଇବେ।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ହୋଟେଲକୁ ଗଲେ ଦୋକାନୀ ସ୍ଥିର କରେ ଖାଇବା ପ୍ଲେଟର ଦାମ କଣ ରହିବ, ଔଷଧର ଦାମ ଦୋକାନୀ ସ୍ଥିର କରେ। ଯଦି ଏବେ ସରକାର ଚାଷୀର ପରିଶ୍ରମର ମୂଲ୍ୟ ନିର୍ଦ୍ଦାରଣ କରିବେ ତାହେଲେ ଚାଷୀ ହିଁ କ୍ଷତିରେ ପଡ଼ିବେ। ଦେଶର ବିଭିନ୍ନ ପ୍ରାନ୍ତର ସ୍ଥିତି ଅଲଗା। ତେଣୁ ଫ୍ରି ମାର୍କେଟରେ ଚାଷୀ ନିଜ ଫସଲର ଦାମ ନିଜେ ସ୍ଥିର କରିଲେ ସେମାନଙ୍କ ଆୟ ବଢ଼ିପାରିବ।

ସେହିପରି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟାରେ କହିଛନ୍ତି, ଏମଏସପି ଆଇନରେ କାହିଁକି ପରିଣତ ହେବ? ଗଣତନ୍ତ୍ରାକ ଦେଶରେ ଏହା ଏକ ଯୋଜନା। ଟଙ୍କିକିଆ ଚାଉଳ ହେଉ ଅବା ହରିଶ୍ଚନ୍ଦ୍ର ଯୋଜନା ଏସବୁ ସରକାରଙ୍କ ଲୋକଙ୍କ ପାଇଁ ଯୋଜନା। ଏମଏସପି ମଧ୍ୟ ଏକ ପ୍ରକାର ଯୋଜନା। ତେଣୁ ଏମଏସପିକୁ ଆଇନରେ ପରିଣତ କରିବାର ଆବଶ୍ୟକ ନାହିଁ।

ସୂଚନାଯୋଗ୍ୟ, ବିରୋଧ ଏବଂ ଆନ୍ଦୋଳନରତ ଚାଷୀ କହୁଛନ୍ତି ଏମଏସପିକୁ ଆଇନରେ ପରିଣତ କରାଯାଉ। ଏମିତି ହେଲେ ଚାଷୀ ପ୍ରତି ବର୍ଷ ଉଚିତ ପ୍ରାପ୍ୟ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story