ସ୍ଲିଭଲେସ୍ ପୋଷାକ ପିନ୍ଧିଥିବାରୁ ସଂସଦରୁ ବିଦା ହେଲେ ମହିଳା ସାମ୍ବାଦିକ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ସଂସଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସାମ୍ବାଦିକ ପିନ୍ଧିଥିବା ସ୍ଲିଭଲେସ ଡ୍ରେସ୍‌ରେ ତାଙ୍କ ଦେହର ଅଧିକ ଭାଗ ଦେଖା ଯାଉଥିବାରୁ ତାଙ୍କୁ ସଂସଦରୁ ବିଦା କରିଦିଆଯାଇଛି। ମହିଳା ସାମ୍ବାଦିକ ଜଣଙ୍କ ସଂସଦରେ ପ୍ରଚଳିତ ଡ୍ରେସ କୋଡ୍‌କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବିସି ନ୍ୟୁଜର ମହିଳା ସାମ୍ବାଦିକ ପାଟ୍ରିସିଆ କାରଭେଲାସ କହିଛନ୍ତି, “ ସଂସଦର ପ୍ରଶ୍ନକାଳ ଚାଲିଥିବା ବେଳେ ଜଣେ କର୍ମଚାରୀ ମୋ ପାଖକୁ ଆସିଥିଲେ। ମୁଁ […]

aus2

aus2

Hemant Lenka
  • Published: Tuesday, 04 December 2018
  • Updated: 04 December 2018, 07:32 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ସଂସଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସାମ୍ବାଦିକ ପିନ୍ଧିଥିବା ସ୍ଲିଭଲେସ ଡ୍ରେସ୍‌ରେ ତାଙ୍କ ଦେହର ଅଧିକ ଭାଗ ଦେଖା ଯାଉଥିବାରୁ ତାଙ୍କୁ ସଂସଦରୁ ବିଦା କରିଦିଆଯାଇଛି। ମହିଳା ସାମ୍ବାଦିକ ଜଣଙ୍କ ସଂସଦରେ ପ୍ରଚଳିତ ଡ୍ରେସ କୋଡ୍‌କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏବିସି ନ୍ୟୁଜର ମହିଳା ସାମ୍ବାଦିକ ପାଟ୍ରିସିଆ କାରଭେଲାସ କହିଛନ୍ତି, “ ସଂସଦର ପ୍ରଶ୍ନକାଳ ଚାଲିଥିବା ବେଳେ ଜଣେ କର୍ମଚାରୀ ମୋ ପାଖକୁ ଆସିଥିଲେ। ମୁଁ ପିନ୍ଧିଥିବା ଡ୍ରେସ୍‌ରେ କାନ୍ଧ ଓ ହାତର ଅଧିକାଂଶ ଅଂଶ ଦେଖା ଯାଉଥିବା କହିଥିଲେ। ଏହାପରେ ସେ ମୋତେ ସଂସଦର ଡ୍ରେସ୍‌ କୋଡ୍‌ ନିୟମ ଭାଙ୍ଗିଥିବାରୁ ସେଠାରୁ ଚାଲିଯିବାକୁ କହିଥିଲେ। ମୁଁ ତାଙ୍କ କଥା ମାନି ବାହାରକୁ ଚାଲି ଆସିଥିଲି।”

[caption id="attachment_308947" align="aligncenter" width="980"] ପାଟ୍ରିସିଆ କାରଭେଲାସ[/caption]

ତେବେ ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ ମହିଳା ସାମ୍ବାଦିକଙ୍କ ସମର୍ଥନରେ ଲୋକମାନେ ବାହାରିଛନ୍ତି। ସେମାନେ କହିଛନ୍ତି, ଗତ ସପ୍ତାହରେ ଦେଶର ବୈଦେଶିକ ମନ୍ତ୍ରୀ ଜୁଲେ ବିଶପ୍‌ ମଧ୍ୟ କାନ୍ଧ ଓ ହାତ ଦିଶୁଥିବା ଡ୍ରେସ୍‌ ପିନ୍ଧି ଆସିଥିଲେ। ତେବେ ତାଙ୍କୁ କେହି କିଛି କାହିଁକି କହି ନଥିଲେ ବୋଲି ଜଣେ ବ୍ୟକ୍ତି ପଚାରିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ସରକାର ସାମ୍ବାଦିକଙ୍କୁ କ୍ଷମା ମାଗିବା ସହ ଡ୍ରେସ୍‌ କୋଡ୍‌ ନିୟମର ପୁନଃସମୀକ୍ଷା କରିବାକୁ କହିଛନ୍ତି।

[caption id="attachment_308948" align="aligncenter" width="978"] ଦେଶର ବୈଦେଶିକ ମନ୍ତ୍ରୀ ଜୁଲେ ବିଶପ୍‌[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story