ହତ୍ୟା ପରେ ସୁଟକେସ୍‌ରେ ଭର୍ତ୍ତି କରି ମହିଳାଙ୍କ ମୃତଦେହ ଫିଙ୍ଗିଦେଲେ

ନୂଆଦିଲ୍ଲୀ: ହତ୍ୟା ପରେ ଜଣେ ମହିଳାଙ୍କ ମୃତଦେହକୁ ଦୁର୍ବୃତ୍ତମାନେ ସୁଟକେସ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଇଛନ୍ତି। ଆଜି ସକାଳ ୮ଟାରେ ‌ଉତ୍ତର ପ୍ରଦେଶର ଗାଜିଆବାଦରେ ସୁଟକେସ୍‌ ସହ ମୃତଦେକୁ ପୁଲିସ୍‌ ଜବତ କରିଛି। ଉକ୍ତ ଅଞ୍ଚଳରେ ସୁଟେକସ ପଡ଼ିଥିବା ଦେଖିବା ପରେ ଲୋକମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍‌ ଖୋଲିବା କ୍ଷଣି ଏହା ମଧ୍ୟରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା। ମହିଳାଙ୍କ ପରିଚୟ ମିଳି ନଥିଲେ ହେଁ ସେ ଜଣେ […]

dou

dou

Hemant Lenka
  • Published: Monday, 27 July 2020
  • Updated: 27 July 2020, 01:09 PM IST

ନୂଆଦିଲ୍ଲୀ: ହତ୍ୟା ପରେ ଜଣେ ମହିଳାଙ୍କ ମୃତଦେହକୁ ଦୁର୍ବୃତ୍ତମାନେ ସୁଟକେସ୍‌ରେ ଭର୍ତ୍ତି କରି ଫିଙ୍ଗି ଦେଇଛନ୍ତି। ଆଜି ସକାଳ ୮ଟାରେ ‌ଉତ୍ତର ପ୍ରଦେଶର ଗାଜିଆବାଦରେ ସୁଟକେସ୍‌ ସହ ମୃତଦେକୁ ପୁଲିସ୍‌ ଜବତ କରିଛି।

ଉକ୍ତ ଅଞ୍ଚଳରେ ସୁଟେକସ ପଡ଼ିଥିବା ଦେଖିବା ପରେ ଲୋକମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍‌ ଖୋଲିବା କ୍ଷଣି ଏହା ମଧ୍ୟରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା।

ମହିଳାଙ୍କ ପରିଚୟ ମିଳି ନଥିଲେ ହେଁ ସେ ଜଣେ ନବବିବାହିତ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story