ଲକ୍‌ଡାଉନ୍: ଗୁଜରାଟରୁ ରାଜସ୍ଥାନ ଚାଲି ଚାଲି ଆସୁଛନ୍ତି ଶତାଧିକ ଦିନ ମଜୁରିଆ

ଅହମଦାବାଦ: ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଦେଶ ଲକ୍‌ଡାଉନ୍ ରହିଛି। କରୋନା ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି। କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଥିବାରୁ ଶ୍ରମିକମାନେ ଏବେ ଅନେକ ସମସ୍ୟାର […]

LOCKDOWN EFFECT

LOCKDOWN EFFECT

Subhransu Sekhar
  • Published: Wednesday, 25 March 2020
  • Updated: 25 March 2020, 03:03 PM IST

Sports

Latest News

ଅହମଦାବାଦ: ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଦେଶ ଲକ୍‌ଡାଉନ୍ ରହିଛି। କରୋନା ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି।

କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଥିବାରୁ ଶ୍ରମିକମାନେ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରେଳ, ବିମାନ ଓ ବସ୍ ସେବା ବନ୍ଦ ରହିଥିବାରୁ ଗୁଜରାଟ ଅହମଦାବାଦରୁ ରାଜସ୍ଥାନ ଜୟପୁର ଚାଲି ଚାଲି ଆସୁଛନ୍ତି ଶତାଧିକ ଶ୍ରମିକ।

ବୁଧବାର ସାବରକାଣ୍ଠ ଜିଲ୍ଲାର ଜାତୀୟ ରାଜପଥରେ ଶ୍ରମିକମାନେ ଛୋଟ ଛୁଆ ଓ ଆସବା ପତ୍ର ଦେଖି ପାଦରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ପ୍ରବଳ ଖରା ସାଙ୍ଗକୁ ପାଦରେ ଚାଲି ଚାଲି ଆସୁଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏହି ଦିନ ମଜୁରିଆ।

ରାଜସ୍ଥାନର ଜଣେ ଶ୍ରମିକ ତେଜଭାଇ କହିଛନ୍ତି, ‘ମୁଁ ଅହମଦାବାଦର ରାନିପ ଅଞ୍ଚଳରେ କାମ କରୁଥିଲି। ଲକ୍‌ଡାଉନ୍ ପାଇଁ ମାଲିକ କାମ ବନ୍ଦ କରିଦେବାରୁ ଆମେ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛୁ। ମାଲିକ ବସ୍ ଭଡ଼ା ଓ ଖାଇବା ପାଇଁ ୫୦୦ ଟଙ୍କା ଦେଇଛନ୍ତି। ହେଲେ ପରିବହନ ସେବା ବନ୍ଦ ରହିଥିବାରୁ ପାଦରେ ଚାଲି ଚାଲି ରାଜସ୍ଥାନ ଆସିବାକୁ ପଡ଼ୁଛି’।

ସମସ୍ତ ବ୍ୟବସାୟିକ ସଂସ୍ଥା, ହୋଟେଲ୍ ଆଦି ବନ୍ଦ ରହିଥିବାରୁ ଏହି ଶ୍ରମିକମାନେ ଭୋକିଲା ରହିଥିଲେ। ହେଲେ ସାବରକାଣ୍ଠ ପୁଲିସ ଏମାନଙ୍କୁ ସହଯୋଗର ହାତ ବଢ଼ାଇଛି। ସମସ୍ତ ଭୋକିଲାଙ୍କୁ ଆହର ଯୋଗାଇଛି।
ସାବରକାଣ୍ଠ ପୁଲିସ ଅଧିକାରୀ ଚୌତନ୍ୟ ମାଣ୍ଡଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ସମସ୍ତଙ୍କ ଆଶ୍ୱାସନା ଦେଇଛି। ରାଜସ୍ଥାନର ସିରୋହି, ଉଦୟପୁର, ଡୁଗରପୁର ଯାଉଥିବା ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବି। ସମସ୍ତଙ୍କୁ ବିସ୍କୁଟ, ଖାଦ୍ୟ, ପାଣି ଆଦି ଦିଆଯାଇଛି। ଏ ସମସ୍ତେ ଭୋକିଲା ଥିଲେ। ହେଲେ ସେମାନଙ୍କ ପାଖରେ ମଧ୍ୟ ବିକଳ୍ପ ନାହିଁ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ଏହି ଲକ୍‌ଡାଉନ୍ ଆରମ୍ଭ ହୋଇଛି। ଏଯାବତ ୫୬୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି। ୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story